ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନହିତ ଯୁବକ ସଙ୍ଘ ବାଲେଶ୍ୱର ଓଡିଶା ତରଫରୁ ଖଇରା ବ୍ଲକ ପରିସରରେ ବୃକ୍ଷରୋପଣ

ଜନହିତ ଯୁବକ ସଙ୍ଘ ବାଲେଶ୍ୱର ଓଡିଶା ତରଫରୁ ଖଇରା ବ୍ଲକ ପରିସରରେ ବୃକ୍ଷରୋପଣ

ଖଇରା,୨୪/୯/୨୫- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଗଢ଼ି ଉଠିଥିବା ସ୍ବେଛାସେବୀ ସଂଗଠନ ଜନହିତ ଯୁବକ ସଙ୍ଘ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟ କରିବା ସହିତ, ସ୍ୱଚ୍ଛଭାରତ ଏବଂ ବୃକ୍ଷରୋପଣ ମଧ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଉପଦେଷ୍ଟା ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ତା ୨୪/୯/୨୫ ରିଖରେ ଖଇରା ବ୍ଲକ ପରିସରରେ ବୃକ୍ଷ ରୋପଣ ହୋଇଥିଲା । ଏଥିରେ ସଂଘର ସଦସ୍ୟା, ସଦସ୍ୟ ପଦପଦବୀଧାରୀ ସୁଧାକର ନାୟକ, ଜୟନ୍ତୀ ବିଶ୍ୱାଳ, ଆରତୀ ପ୍ରଧାନ, କୁଞ୍ଜଲତା ମାହୁଁନ୍ତ, ବିଭୁତି ଭୂଷଣ ରାଉତ, ସନ୍ତୋଷ ରାଉତ, ପୂର୍ଣ୍ଣ ଚନ୍ଦ୍ର ଦାସ, ସଂଗ୍ରାମ କେଶରୀ ବେହେରା, ବାପୁଜୀ ବେହେରା, ଗୟାଧର ବେହେରା, ଦିଲ୍ଲୀପ ବେହେରା, ସଭାପତି ସୁରେଶ କୁମାର ରାଉତଙ୍କ ସମେତ ବ୍ଲକ ଗୋଷ୍ଟୀ ଉନୟନ ଅଧିକାରୀ ନାରାୟଣ ଚନ୍ଦ୍ର ସାହୁ ଏବଂ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏମିତି ଆଗକୁ ସମାଜର ହିତଉଦେଶ୍ୟରେ ଏପରି କାର୍ଯ୍ୟ ଜାରି ରହିବ ବୋଲି ସଙ୍ଘର ଅନ୍ୟତମ ଉପଦେଷ୍ଟା ବିଜୟକୁମାର ପ୍ରଧାନ ଏବଂ ରଶ୍ମି ରଞ୍ଜନ ରାଉତ ମତ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିଲିଗୁଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

Sunil Chandra Nayak

କଟକ ସଦର ଉତ୍କଳ ବିକାଶ ପରିଷଦ ପୁନର୍ଗଠିତ : ସମାଜସେବୀ ପ୍ରଭାତ ସେଠୀ ବରେଣ୍ୟ ସଭାପତି 

masiha

Leave a Comment

error: Content is protected !!