ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପକ୍ଷାଘାତ ଧର୍ମ ଦାଶ କୁ ଅଲ ଓଡ଼ିଶା ସିଡୁଲ କାଷ୍ଟ ପକ୍ଷରୁ ସହାୟତା

ଉତ୍କେଲା,୦୪/୦୫,ଆଜି କେସିଙ୍ଗା ବ୍ଲକ ସିରୋଲ ଗାଁ ର ପକ୍ଷାଘାତ ପୀଡ଼ିତ ଧର୍ମଦାସ୍ ନାଗ୍ କୁଂ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କଳାହାଣ୍ଡି, କେସିଙ୍ଗାର ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ଆର୍ଥିକ ସାହାଯ୍ୟ ଟ ୯୦୦୦/ଙ୍କା ସଭାପତି ଲୋକନାଥ ନାଗ୍, ଗିରୀଜା ବେହେରା, ତେଜରାଜ ବେହେରା, ତ୍ରିନାଥ ନାଏକ,ସତ୍ୟାନନ୍ଦ ନାଗ୍, ଗଜାନନ ନାଏକ , ଜୟପ୍ରକାଶ ଜାଲ କଂ ଉପସ୍ଥିତି ରେ ପ୍ରଦାନ କରାଗଲା,।ଆଜିକୁ ଦୁଇବର୍ଷ ହେଲା ଧର୍ମଦାସ ନାଗକୁଂ ପକ୍ଷାଘାତ ହୋଇ ଶଯ୍ୟାରେ ପୀଡ଼ିତ ଥିବା ରୁ ତାଙ୍କ ସ୍ତ୍ରୀ ତିନିଗୋଟି ପୁଅ ଝିଅଙ୍କୁ ଛାଡ଼ି ଚାଲିଯାଇଥିବାରୁ ପୁଅଝିଅ ର ପାଠପଢ଼ାର ଅବହେଳା ସହ ଘରର ଚଳଣି,ଓ ରକ୍ଷଣାବେକ୍ଷଣ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଛୁଆ ମାନେ ଛୋଟ ଛୋଟ ଥିବାରୁ ତାକଂର ଯତ୍ନରେ ଓ ଧର୍ମଦାସକଂ ନିତିଦିନିଆ କାର୍ଯ୍ୟରେ ଅସୁବିଧା ହେଉଥିବାରୁ ସ୍ଥାନୀୟ ସରପଞ୍ଚ,ଓ ବିଡ଼ିଓଙ୍କ ଜରିଆରେ ପୁଅଝିଅଙ୍କୁ ପଢ଼ିବା ପାଇଁ ଓ ଧର୍ମଦାସ କଂ ଚିକିତ୍ସାରେ ସାହାଯ୍ୟ କରିବାକୁ ନିବେଦନ କରିବା ପାଇଁ ଉପସ୍ଥିତ ଥିବା AOSCFKର କର୍ମକର୍ତ୍ତା ପ୍ରତିଶ୍ରୁତି ଦେଇଛନ୍ତି । ଚିକିତ୍ସା ପାଇଁ ସରକାର କଂ ସହାୟତା ଓ ସମାଜର ସହୃଦୟ ବ୍ୟକ୍ତି ମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିବାକୁ ଆଲୋଚନା ହୋଇଥିଲା ।

ଉତ୍କେଲାରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ଯୁବକଙ୍କ ଆତ୍ମହତ୍ଯା ଅଭିଯୋଗ

Sunil Chandra Nayak

ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ସଂଗୀତ ଲୋକାର୍ପିତ

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!