ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା 

ନୂଆପଡା, ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା। ଆଜି ପ୍ରାର୍ଥୀ ନେଇଥିବା ଫାର୍ମ ୧.କିଶୋର ବାଗ, ଖଡିଆଳ, ୨.ଦିଗପାଳ ନାଗ, କିରେକେଲା, ୩.ଘାସିରାମ ମାଝୀ, ନୂଆପଡ଼ା ୪.ଆଶ୍ରୟ ମହାନନ୍ଦ,ମେଣ୍ଡଳିପାଳି ବିର ମହାରାଜପୁର, ସୋନପୁର, ୫.ପୁନମ କୁମାର ସାହୁ, ନୂଆପଡା, ୬ କମଲ କୁମାର ଛତ୍ରିଆ, କପଲାଭଟା ବଙ୍ଗୋମୁଣ୍ଡା ପ୍ରାର୍ଥୀ ହେବା ନେଇ ଫାର୍ମ କ୍ରୟ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ, ପଶ୍ଚିମାଞ୍ଚଳ ଶାଖା ଦ୍ୱାରା ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆସନ୍ତା ୧୧ ରୁ ୧୫….

Sunil Chandra Nayak

Leave a Comment

error: Content is protected !!