ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀମନ୍ଦିର ନୀଳଚକ୍ର 

ଶ୍ରୀମନ୍ଦିର ନୀଳଚକ୍ର 

ନୀଳାଚଳ ଧାମେ ଶ୍ରୀମନ୍ଦିର ଚୂଳେ

     ନୀଳଚକ୍ର ଶୋଭା ପାଏ

ନୀଳଚକ୍ରେ ନେତ ପତିତପାବନ

       ଭକ୍ତ ଜନେ ଡାକି ଥାଏ ||

ସୁଦର୍ଶନଙ୍କର ଅବତାର ସେହି

       ଚକ୍ରମଣୋହି କରନ୍ତି

ପଞ୍ଚକୋଶୁ ଭକ୍ତ ଦରଶନେ ତାଙ୍କ

        ଜାଗା ଆଶିଷ ପାଆନ୍ତି ||

ନୀଳଚକ୍ରଙ୍କର ଗରୁଡ଼ ସେବକ

       ଚୁନେରା ନେତ ବାନ୍ଧନ୍ତି

ପ୍ରାତେ ନୀଳଚକ୍ର ରଙ୍ଗ ଧଳା ଦିଶେ 

       ସନ୍ଧ୍ୟାରେ ନୀଳ ଦିଶନ୍ତି ||

ଉଚ୍ଚତା ଯାହାର ଏଗାର ଫୁଟଓ

     ଆଠ ଇଞ୍ଚ ହୋଇଅଛି

ସାତଫୁଟ ଛଅ ଇଞ୍ଚ ପ୍ରସ୍ତ ଯାର

      ଆଠଟି ଅର ରହିଛି ||

ନୀଳଚକ୍ର ଅଧା ଲୁହାରେ ତିଆରି

        ତମ୍ବାରେ ତିଆରି ପାଏ

ସୁନା ରୂପା ଦସ୍ତା ପାରା ରଙ୍ଗ ସୀସା

        ଅଷ୍ଟ ଧାତୁ ରହି ଥାଏ ||

ନୀଳଚକ୍ର ସାଥେ ଚଉଦ ହାତୀଆ 

         ପତିତପାବନ ଥାଏ 

ଦର୍ଶନେ ସେଦୁଈ ଭକତ ଜନଙ୍କ

      ସବୁ ପାପ ଧୋଇ ନିଏ ||

 

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

 

 

Related posts

ଅସମ୍ପୁର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବାକୁ ବିଜେଡି ପlରିଷଦ ଙ୍କ ଦାବି

Sunil Chandra Nayak

ପ୍ରଧାନମନ୍ତ୍ରୀ ଘର ଚୋରିର ପ୍ରଘଟ କରିବାରେ ସାମ୍ବାଦିକଙ୍କୁ ଗୋଳାମୁଣ୍ଡା ବିଡ଼ିଓଙ୍କ ଉପହାସ

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ ମୁନିଗୁଡା ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort