ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୪୯୩.୬୨ କୋଟିର ୬ଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର; ନିଯୁକ୍ତି ପାଇବେ ୧,୩୧୭ ଜଣ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଳକ୍ଷ୍ୟରେ ୪୯୩.୬୨ କୋଟି ଟଙ୍କାର ୬ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ୱିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧,୩୧୭ ଜଣଙ୍କୁ ନିଯୁକ୍ତ ସୁଯୋଗ ମିଳିପାରିବ । ଏହା ସହ ଚିଲିକା ମାଷ୍ଟରପ୍ଲାନ ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ବିଭିଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜଟିଆ ଷ୍ଟିଲ ଲିମିଟେଡ କଳିଙ୍ଗ ନଗରସ୍ଥିତ ଷ୍ଟିଲ ଡାଉନଷ୍ଟ୍ରିମ ଏବଂ ଏମଟି ଓୟାର ରଡ ମିଲ ପାଇଁ ୧୨୫ କୋଟି ଟଙ୍କା ପୁଞ୍ଜି ନିବେଶ କରିବ । ଏଥିରେ ୧୫୦ ଜଣକୁ ନିଯୁକ୍ତ ସୁଯୋଗ ମିଳିପାରିବ । ସେହିପରି ସରଙ୍ଗୀ ମେଟାଲ ୱାର୍କର୍ସ ଇଣ୍ଟରନ୍ୟାସନାଲ କଳିଙ୍ଗନଗରଠାରେ ୬୫.୩୭ କୋଟି ପୁଞ୍ଜିନିବେଶରେ ଷ୍ଟିଲ ଡାଉନଷ୍ଟ୍ରିମ, ୟୁନିଟଡ୍ରାଇଭ ଲାଇନ ଟର୍କ୍ୟୁ ଟ୍ୟୁବ ଏବଂ ହଟ ଡିପ ଗାଲାନାଇଜଡ ଷ୍ଟିଲ ପଦାର୍ଥ ନିର୍ମାଣ କରିବ ।ଏଥିରେ ୫୬୮ ଜଣଙ୍କୁ ନିଯୁକ୍ତି ମକ୍ଟମକ୍ଟବ ଜେ.ଆର, ଏସ ଭେଞ୍ଚର ୧୨୧ କୋଟି ଟଙ୍କା ବ୍ୟୟରେ ସୋନପୁର ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ଏବଂ କୋ-ଜେନେରେଶନ ପାୱାର ୟୁନିଟ ସ୍ଥାପନ କରିବ । ଏଥିରେ ୧୪୪ ଜଣଙ୍କୁ ନିଯୁକ୍ତି ମିଳିପାରିବ । ଏସଏନଏମ ହୋଟେଲ ଏବଂ ରିସର୍ଟସ ପ୍ରାଇଭେଟ ଲିମିଟେଡ ଗଞ୍ଜାମ ଜିଲ୍ଲାରେ ୮୦.୨୫ କୋଟି ପୁଞ୍ଜି ନିବେଶରେ ହୋଟେଲ ଏବଂ ରିସର୍ଟ ନିର୍ମାଣ କରିବ । ଏଥିରେ ୧୮୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଏସଏନଏମ ହୋଟେଲ ଏବଂ ରିସର୍ଟସ ନିର୍ମାଣ କରିବ । ଏଥିରେ ୧୮୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଡାନିଏଲ କୋରସ ରିଫ୍ରାକ୍ଟୋରି ସଲ୍ୟୁଶନ ଖୋର୍ଦ୍ଧା ଜିଲ୍ଲାରେ ୫୧ କୋଟି ଟଙ୍କା ପୁଞ୍ଜିନିବେଶ କରି କାର୍ବନ ଗ୍ରାଫାଇଟ ବ୍ଲକ କଟିଂ ମେଶିନ ପ୍ରକଳ୍ପ କରବ । ଏଥିରେ ୧୫୦ଜଣଙ୍କୁ ଆର୍ଶିବାଦ ପାଇପସ ପ୍ରାଲିମିଟେଡ କଟକ ଜିଲ୍ଲାରେ ୫୧ କୋଟି ପୁଞ୍ଜିନିବେଶରେ ଏଚଡିପିଇ ଏବଂ ପିଭିସି ମାନୁଫ୍ୟାକ୍ଟରିଂ ୟୁନିଟ ସ୍ଥାପନ କରିବ । ଯେଉଁଠି ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଗୌତମ କଚିମ ଙ୍କ କବିତା ଲେମ୍ବୁଦର: କରି ଦିଏ ଥର ହର

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort