ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା,ତ୍ୟାଗ,ସାଧନା ଓ ଓଡ଼ିଆ ଜାତିର ସ୍ଵଭିମାର ଅମ୍ଳାନ ସ୍ୱାକ୍ଷର : ଅଗ୍ରଣୀ ସାମାଜିକ ସଙ୍ଗଠନ “ଆମ ମାହାଙ୍ଗା” 

ସେବା,ତ୍ୟାଗ,ସାଧନା ଓ ଓଡ଼ିଆ ଜାତିର ସ୍ଵଭିମାର ଅମ୍ଳାନ ସ୍ୱାକ୍ଷର : ଅଗ୍ରଣୀ ସାମାଜିକ ସଙ୍ଗଠନ “ଆମ ମାହାଙ୍ଗା” 

କଟକ : ଅନନ୍ୟ ଆଦର୍ଶରେ ଅନୁପ୍ରାଣିତ ସମାଜସେବୀ, ବୈଷୟିକ ଜ୍ଞାନ କୌଶଳ ଦିଗରେ ଉଚ୍ଚ ସ୍ତରୀୟ ଗବେଷକ,ବିଶିଷ୍ଟ ପରିବେଶବିତ୍ ତଥା ମାହାଙ୍ଗା ମାଟିର ସୁପୁତ୍ର ଡକ୍ଟର ଅମରେନ୍ଦ୍ର ମହାନ୍ତି ଜୀ ଓ ତାଂକ ସଂଗଠନ ଆମ ମାହାଙ୍ଗ । ଏହି ସଂଗଠନ ତାର ନିଃସ୍ୱାର୍ଥପର ସେବା ପାଇଁ ମାହାଙ୍ଗା ସହ ସାରା ରାଜ୍ୟରେ ଏବଂ ଓଡ଼ିଶା ବାହାରେ ମଧ୍ୟ ରହିଛି ଉଚ୍ଚ ପ୍ରଶଂସା ସମ୍ମାନ । ସ୍ୱଚ୍ଛ,ସବୁଜ,ସଂସ୍କୃତି,ସ୍ୱାଭିମାନ ଓ ସ୍ବାବଲମ୍ବୀ ଉପରେ ଆଧାରିତ ଅନେଇ କାର୍ଯ୍ୟକ୍ରମକୁ ନେଇ ସମାଜରେ ଏକ ବୈପ୍ଳବିକ ଆନ୍ଦୋଳନ ଚଳାଇଛନ୍ତି ଏହି ସଙ୍ଗଠନର ସ୍ୱେଚ୍ଛାସେବୀ ବର୍ଗ । ସଙ୍ଗଠନର ସୁସ୍ଥ ପରିବେଶ,ସବୁଜ ବଳୟ ସୃଷ୍ଟି ଅଭିଯାନ ସମାଜ ପାଇଁ ଏକ ବିରାଟ ପରିବର୍ତ୍ତନ ଯାହାକି ଜନ ଜାଗରଣର ଅନୁପମ ସ୍ଵର ଓ ସ୍ୱାକ୍ଷର ବହନ କରେ । ଅସହାୟ ଲୋକମାନଙ୍କ ସେଵା,କର୍କଟ ରୋଗୀଙ୍କୁ ସେବା ସହଯୋଗ,ରକ୍ତଦାନ ଶିବିର,ଅଙ୍ଗଦାନ ସଚେତନତା, ସଫେଇ କାର୍ଯ୍ୟ,କଳା ସାହିତ୍ୟ ସଂସ୍କୃତି ସୁରକ୍ଷା,ଶିକ୍ଷାଦାନ,ଜଳଛତ୍ର ଆଦି ବହୁବିଧ ଜନ ହିତକର କାର୍ଯ୍ୟରେ ବ୍ରତୀ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କର୍ମଶାଳା

ସାମ୍ବାଦିକ ମାନଙ୍କୁ ଫୁଲଚାରା ବଣ୍ଟନ କଲେ ବ୍ଲକ ଅଧ୍ଯକ୍ଷା

masiha

ଚାଷ କାର୍ଯ୍ୟରେ ମଜିଗଲେ କାଉନସିଲର ଷେଣ୍ଢ ବାବୁ

Sunil Chandra Nayak

Leave a Comment

error: Content is protected !!