ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

ଚଳିତ ବର୍ଷର ଯୁବ ଶକ୍ତି ଓ ସାଂସଦ ଖେଳ ମୋହଉତ୍ସବ ଯାହା 15 ନଭେମ୍ବର ଠାରୁ 30 ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ସେଥିରେ 100ମିଟର ଦୌଡ, ଡିସ୍କସ ଥ୍ରୋ, ସଟଫୁଟ, ରଙ୍ଗୋଲି, ବଡ଼ମୀଣ୍ଟନ, ଇତ୍ୟାଦି ଖେଳରେ ଗୋଳନ୍ଥରା ନିକଟସ୍ଥ କରୁଣାଶାନ୍ତି (କାଶ ) ଆବାସିକ ଉଚ୍ଚାମାଧ୍ୟ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଦ୍ୟାଳୟପାଇଁ ଗୌରବ ଆଣିଛନ୍ତି. ମହାବିଦ୍ୟାଳୟର ଯୁକ୍ତ+ 2 ବିଜ୍ଞାନ ଦ୍ଵିତୀୟ ବର୍ଷର ଛାତ୍ର ମିଲନ ମୁଠାମାଝିଙ୍କ ନେତୃ୍ୱରେ ଭଳିବଲ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ରନର ଅପ ଅର୍ଜନ କରିଥିଲେ. କେବଳ ଭଲିବଲ ନୁହେଁ ଶ୍ରୀ ମାଝୀ ବ୍ୟକ୍ତିଗତ ଖେଳ ଯଥା ଲଙ୍ଗ ଜମ୍ପ ରେ ପ୍ରଥମ ସ୍ଥାନ, ହାଇ ଜାମ୍ପରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି. ଆଜିର ଉଯାପନ ମହୋତ୍ସବରେ ପୁରସକ୍ରୁତ ହୋଇଥିବା ଛାତ୍ରଙ୍କୁ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସମାନ୍ତ ଚନ୍ଦ୍ର ନାୟକ, ଖେଳ ଶିକ୍ଷକ ଶ୍ରୀ ମୁକୁଳକାନ୍ତ ପ୍ରଧାନ, ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ଅନ୍ୟାୟ କର୍ମଚାରୀ ବୃନ୍ଧ ସୋଲିଡ଼ ସ୍ବେଛାସେବି ଅନୁଷ୍ଠାନର କର୍ମକର୍ତ୍ତା ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ.

Related posts

ଜିଏମ ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ,ବାଦାମ ପାହାଡ଼ ତରଫରୁ ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କୁ ୧୩୦୦ ଟିଫିନ୍ ବକ୍ସ ଓ ପାଣି ବୋତଲ ସହାୟତା 

masiha

ବାଇକ କୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ବାଇକ, ଦୁଇ ଆହତ

masiha

ଗୋଲାମୁଣ୍ଡା ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!