ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ଆସିକା, ୩/୪/୨୬/ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ବାହାର ପୁର ପଞ୍ଚାୟତ ଅନ୍ତର୍ଗତ ଡାକିବଜା ଗ୍ରାମର ସ୍ବର୍ଗତ ଖଲି ଜେନାଙ୍କ ଧର୍ମପତ୍ନୀ ସରୋଜିନୀ ଜେନା ଙ୍କର 85 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ,ପରୋପକାରୀ ଓ ସହୃଦୟ ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନିପୁଅ ସତ୍ୟବାଦୀ,ବିନୋଦ,ମନୋଜ,ଦୁଇ ଝିଅ ତନୁଲତା,ମଞ୍ଜୁଳା ଓ ଜ୍ୱାଇଁ ନନ୍ଦ କୁମାର, ଦିନବନ୍ଧୁ ଙ୍କ ସହ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

କୋକସରା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

କୋଷାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!