ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା  ପଟ୍ଟା

କେସିଙ୍ଗା– କେସିଙ୍ଗା ଅଞ୍ଚଳର ପୂରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି। ସରକାରଙ୍କ ବିଭିନ୍ନ ଆଇନ୍ କାନୁନ୍ ରେ ଛନ୍ଦି ହୋଇ ଦୀର୍ଘ ୪୦ ବର୍ଷ ହେଲା କେସିଙ୍ଗା ମହାବିଦ୍ୟାଳୟ ଯେଉଁ ଜାଗାରେ ସ୍ଥାପିତ ହୋଇଥିଲା ତାହାର ପଟ୍ଟା ପାଇବାରେ ବଞ୍ଚିତ ରହିଥିଲା। ତେବେ ବର୍ତ୍ତମାନର କାର୍ଯ୍ୟରତ ତହସିଲଦାର ଜ୍ୟୋତିମୟ କର ସମସ୍ତ କାଗଜପତ୍ର ତନଖି ସହ ବାଧାବିଘ୍ନ ଦୂର କରି କେସିଙ୍ଗା ମହାବିଦ୍ୟାଳୟ ପାଇଁ ୬.୯୩୦ ଏକର ଓ +୨ କଲେଜ ପାଇଁ ୩.୭୮୦ ଏକର ଜମିର ପଟ୍ଟା ମହାବିଦ୍ୟାଳୟର ପ୍ରିନ୍ସିପାଲ କୈଳାସ ଚନ୍ଦ୍ର ସାହା, ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ପାଢ଼ୀଙ୍କ ସମେତ କଲେଜର ଅନ୍ୟାନ୍ୟ ଅଧ୍ୟାପକଙ୍କ ଉପସ୍ଥିତରେ ପ୍ରଦାନ କରିଛନ୍ତି।

    କେସିଙ୍ଗା ରୁ  ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ଘଟଣା:ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ !

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ ଗଳ୍ପ ଉପସ୍ଥିତ ବୁଦ୍ଧି 

Sunil Chandra Nayak

Leave a Comment

error: Content is protected !!