ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଶ୍ରୀଜଗନ୍ନାଥସଂସ୍କୃତି ପ୍ରଚାର ସଂସ୍ଥାନ 

ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଶ୍ରୀଜଗନ୍ନାଥସଂସ୍କୃତି ପ୍ରଚାର ସଂସ୍ଥାନ 

ଓଡ଼ିଆ ନୂଆ ବର୍ଷା ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଆମ ସମସ୍ତଙ୍କର ପ୍ରିୟ ‘ଓଡ଼ିଆ ପକ୍ଷ’ ବା ଓଡ଼ିଆ ଭାଷା ଏହା କେବଳ ଏକ କାର୍ଯ୍ୟକ୍ରମ କି ଉତ୍ସବ ନୁହେଁ, ବରଂ ଏହା ଆମ ଓଡ଼ିଆ ଜାତିର ସ୍ୱାଭିମାନ ଓ ସମ୍ମାନ । ଓଡ଼ିଶା ଦିବସଠାରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ, ସାରା ରାଜ୍ୟରେ ପାଳିତ ହେବାକୁ ଯାଉଛି ଏହି ସ୍ୱତନ୍ତ୍ର ପକ୍ଷ । ଆମେ ଓଡ଼ିଆ ଆମ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାରି ବଢିଆ, ଓଡ଼ିଆ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ପିଠା-ପଣା ହେଉ କି ଶାଗ-ଭାତ, ଓଡ଼ିଆ ଖାଦ୍ୟର ତୁଳନା ନାହିଁ।ଆସନ୍ତୁ ଏହି ଅବସରରେ ଆମ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର କରିବା,ପଞ୍ଚାୟତରୁ ଲୋକଭବନ ଯାଏଁ ଏବଂ ବ୍ଲକ ସ୍ତରରୁ ରାଜ୍ୟ ସ୍ତର ଯାଏଁ, ହେବାକୁ ଥିବା ଏହି ଭବ୍ୟ ଆୟୋଜନରେ ପୁଣିଥରେ ଝଲସି ଉଠିବ ଆମ କଳା ଏବଂ ଆମ ପୂର୍ବଜଙ୍କ ବୀରତ୍ୱର ଗାଥା ,ଆସନ୍ତୁ, ଆମେ ସମସ୍ତେ ଏକାଠି ହୋଇ ଆମ ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇବା ଏବଂ “ଓଡ଼ିଆ ପକ୍ଷ-୨୦୨୬” କୁ ଏକ ଐତିହାସିକ ଦିବସ ଭାବେ ଗଢ଼ିବା ଓ ନିଜେ ଗର୍ବ ଅନୁଭବ କରିବା

ରବି ନାରାୟଣ ମହାପାତ୍ର

ଭୁବନେଶ୍ୱର

Related posts

କୁମ୍ଭାରିପୁଟ ଗାଁର ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଭୟରେ ଗ୍ରାମବାସି 

masiha

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ସାଇବର ସୁରକ୍ଷା ସଚେତନ ଅଭିଯାନ

masiha

Leave a Comment

error: Content is protected !!