ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକର ନୂତନ ଏ ବି ଡି ଓ 

ଧରାକୋଟ ବ୍ଲକର ନୂତନ ଏ ବି ଡି ଓ 

ଆସିକା, ୧୬/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ନୂଆଁରେ ଏ ବି ଡି ଓ ଭାବରେ ଭବାନୀ ଶଙ୍କର ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗଞ୍ଜାମ ବ୍ଲକ ରୁ ଆସି ଧରାକୋଟ ବ୍ଲକରେ କାର୍ଯ୍ୟରେ ଯୋଗଦେବା ପରେ ବ୍ଲକ କର୍ମଚାରୀ ମାନଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସାଧାରଣ ଲୋକ ଙ୍କ ପାଇଁ ରହିଥିବା ଯୋଜନା ଗୁଡିକର କିପରି ସଫଳ ରୂପାୟନ ହୋଇପାରିବ ଏବଂ ସାଧାରଣ ଲୋକ ମାନେ କିପରି ଏହାର ସୁଫଳ ପାଇବେ ସେଥିପ୍ରତି ଗୁରୁତ୍ୱର ସହ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି। ପ୍ରକାଥାଉକି ଏଠାରେ କାର୍ଯ୍ୟରତ ଏ ବି ଡି ଓ ନିଜର ପୂର୍ବସ୍ଥାନ ଗଞ୍ଜାମ ବ୍ଲକକୁ ଫେରିଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ ନିଜର ପୂର୍ବସ୍ଥାନ ଧରାକୋଟ କୁ ଫେରିଛନ୍ତି ।

Related posts

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ଆସନ୍ତା ୧୧ ରେ ….

Fatal Road Accident in Bandhugaun Block

masiha

ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ 

Sunil Chandra Nayak

Leave a Comment

error: Content is protected !!