ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ରଥକାଠ ଅନୁକୂଳ 

ଡାବୁଗାଁରେ ରଥକାଠ ଅନୁକୂଳ 

ଡାବୁଗାଁ, ୨୦/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୂଳ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମନ୍ଦିର ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ମନ୍ଦିର ପରିଚାଳନା କମିଟିସଭାପତି ତଥା ତହସିଲଦାର ଗୀତା ମୁର୍ମୁ, ଉପସଭାପତି ଜି. ଭେଙ୍କେଟେଶ୍ଵର ରାଓ, ସମ୍ପାଦକ ଜି. ସାଇ ରାଜୁ, ସହସମ୍ପାଦକ ଭଗବାନ ମହାନ୍ତି, ବିଡିଓ ସମୀର ପାତ୍ର, ଆଇଆଇସି ରଘୁନାଥ ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଲକ୍ଷ୍ମୀକାନ୍ତ ରଥ, ଆର. ଶଙ୍କର ରାଓ, ଡି. ରାଜା, ରାଜେଶ ଅଗ୍ରୱାଲ, ଭଗବାନ ଖୁଣ୍ଟିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଳତୁମା ଉଚ୍ଚ ବିଦ୍ୟାଳଳୟରେ ପ୍ରବେଶ ଉତ୍ସବ 

Sunil Chandra Nayak

ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

masiha

ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପରିସର ରେ ବାସନ୍ତିକ ସାହିତ୍ୟ ଆସର : ଝଡ଼ ଓ ଉଷା ର କାହାଣୀ ପୁସ୍ତକ ଉନ୍ମୋଚିତ

masiha

Leave a Comment

error: Content is protected !!