ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ 

ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ 

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର ଜୟପୁରା କାଟେଣୀ ଗ୍ରାମ ମଧ୍ୟରେ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଓ ଡ୍ରେନ ନିମ୍ନମାନର କରିଥିବାର ଅଭିଯୋଗ ହୋଇଛି l ଜାତୀୟ ରାଜପଥ ର ସିଆରିମାଳିଆ ଠାରୁ ଜୟପୁରା କାଟେଣୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଉଛି l ଗ୍ରାମ ମଧ୍ୟରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା, ଡ୍ରେନ ନିମ୍ନ ମାନର ହୋଇଥିବା ବେଳେ ଏବେ ଡ୍ରେନ କାମ ନିମ୍ନମାନର ହୋଇଥିବା ଦେଖିବାକୁ ମିଳୁଛି l ଏହି ରାସ୍ତା, ଓ ଡ୍ରେନ ନିର୍ମାଣ ରେ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରହିଥିବାର ଏବେ ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ କ୍ରମରେ ସଠିକ ଭାବେ ରାସ୍ତା ନିର୍ମାଣ କରାଇବା ଉପରେ ଗୁରୁତ୍ୱ ଦେବା ସକାଶେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

Sunil Chandra Nayak

ପୁର୍ବତନ ଯୁବ ବିଜେଡି ସଭାପତିଙ୍କ ବିୟୋଗ

masiha

ସ୍ୱଚ୍ଛତା ହିଁ ”ସେବା ,ଧର୍ମଗଡ ଏନଏସି ପକ୍ଷରୁ ସେବା ପକ୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!