ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ଦିବସରେ ଶ୍ରମିକ ଏକତା କାର୍ଯ୍ୟକ୍ରମ 

ଶ୍ରମିକ ଦିବସରେ ଶ୍ରମିକ ଏକତା କାର୍ଯ୍ୟକ୍ରମ 

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ,ତା -1-5-26– ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡା ଠାରେ, ଆଜିଶ୍ରମିକ ଦିବସରେ ନର୍ଭେରାମ ୱାର୍କର୍ସ ୟୁନିଅନ ର ଶ୍ରମିକ ମିଳନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ୟୁନିଅନ ର ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ କୁମାର ସାହୁ, ଜିଲ୍ଲା ବିଜେପି ର ଉପସଭାପତି ଓ ବିଧାୟିକା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସହଦେଵ ପୃଷ୍ଟି, ଏସ ସି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ନାଏକ ଏବଂ ବିଜେପି ର ସମୀର ସାହୁ,ଜ୍ୟୋତିଷଙ୍କର ନାୟକ,ଗୁଣ୍ଡିଚାପଡା ସମିତିସଭ୍ୟ, ୟୁନିଅନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ମଲିକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଗଣ ଓ ସମସ୍ତ ସଦସ୍ୟ ମାନେ ବହୁ ସଂଖ୍ୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମ ରେ 

ଏକ ଗଣ ରାଲି ର ଆୟୋଜନ କରା ଯାଇଥିଲା l ସର୍ବଶେଷରେ ସାଧାରଣ ସମ୍ପାଦକ ସରୋଜ ମଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଦେଓବନ୍ଦ ଜଙ୍ଗଲ ପରିବେଶ ଯତ୍ନ ଓ ସୁରକ୍ଷାରେ ବେଲଝରି ଗ୍ରାମବାସୀ

masiha

କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ତରଫରୁ ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶତମ ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!