ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବେର ସିଂ ଦେଓ ମନୋନୀତ 

ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବେର ସିଂ ଦେଓ ମନୋନୀତ 

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ରୂପେ ସୁବେର ସିଂ ଦେଓ ମନୋନୀତ ହୋଇଛନ୍ତି। ବିଜେଡି କର୍ମୀ ମହଲ ରେ ଖୁସିର ଲହରୀ ଖେଳିଥିବା ବେଳେ ସଙ୍ଗଠାନିକ ମଜଭୁତ ପାଇଁ କାର୍ଯ୍ୟ କରିବାକୁ ପ୍ରକାଶ କରିଛନ୍ତି।

Related posts

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ମଦ ଦୁର୍ନୀତି ଓ କଳାଟଙ୍କା ଜବତ ଘଟଣା , ରାହୁଳ ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ କଲା ବସ୍ତା ବିଜେପି

masiha

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

Sunil Chandra Nayak

Leave a Comment

error: Content is protected !!