ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଭବନୀପାଟଣା ପୌରପାଳିକା ପକ୍ଷରୁ ଘୋଳ ଦହି ବଣ୍ଟନ

କଳାହାଣ୍ଡି ଭବନୀପାଟଣା ପୌରପାଳିକା ପକ୍ଷରୁ ଘୋଳ ଦହି ବଣ୍ଟନ

ଭବାନୀପାଟଣା : ୱାର୍ଡ ନ ୧୪ ଡକ୍ଟର ଆମ୍ବେଦକର ଛକ ନିକଟସ୍ଥ ବୈଶାଖର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମଗ୍ର ଓଡ଼ିଶା ଡହଳ ବିକଳ ହେଉଥିବା ବେଳେ ଭବାନିପାଟଣା ପୌରପାଳିକା ପକ୍ଷରୁ ମଙ୍ଗଳ ବାର ସର୍ବ ସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରାଯାଉଅଛି। ଏହି ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଭବାନିପାଟଣା ପୌରପାଳିକା ର କର୍ଯ୍ୟାନିବାହି ଅଧିକାରୀ, ଚେୟାରମେନ ବିଷ୍ଣୁ ପ୍ରଧାନ, ରଞ୍ଜୁକ୍ତା ପ୍ରଧାନ, ହରମନି ଗୌଡ, ପିଙ୍କି ରାଉତ, ପ୍ରମିତ୍ ସିଂହ, ଭୁବନେ ବାଗ, ପ୍ରାଣନାଥ ନାଏକ, ଓ ସମସ୍ତ କାଉନସିଲର ପ୍ରମୁଖ ଉପସ୍ଥିତ ରହି ଘୋଳ ଦହି ବଣ୍ଟନ କରିଥିଲେ। ଗ୍ରୀଷ୍ମ ଋତୁ ସାରା ପ୍ରତ୍ୟେକ ମଙ୍ଗଳ ବାର ଦିନ ଭବାନିପାଟଣା ପୌରପାଳିକା ତରଫରୁ ସର୍ବ ସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ସ୍ଵେଚ୍ଛାସେବୀଙ୍କ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ

masiha

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ 

masiha

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

Sunil Chandra Nayak

Leave a Comment

error: Content is protected !!