ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ବିଭାଗର ବନ୍ୟ ପ୍ରାଣୀ ସୁରକ୍ଷା କେତେ ଫଳପ୍ରଦ, ପାଣି ନପାଇ ଘରେ ପଶିଲା ହରିଣ 

ଜଙ୍ଗଲ ବିଭାଗର ବନ୍ୟ ପ୍ରାଣୀ ସୁରକ୍ଷା କେତେ ଫଳପ୍ରଦ, ପାଣି ନପାଇ ଘରେ ପଶିଲା ହରିଣ 

ଢେଙ୍କାନାଳ-  ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳରୁ ଆସିଲା ଚକିତ କଲା ଭଳି ଖବର l ଜଙ୍ଗଲ ବିଭାଗ ବନ୍ୟ ପ୍ରାଣୀ ଙ୍କ ପାଈଁ କେତେ ତତ୍ପର ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ଆଜି ମିଳିଛି ଜଙ୍ଗଲ ମଧ୍ୟରେ ବଂଚିବା ପାଈଁ ପାଣି ମୁନ୍ଦାଏ ନପାଇ ଡହକ ବିକଳ ହୋଇ ଖରା ଦିନେ ନିଜର ଶୋଷ ମେଣ୍ଟାଇବାକୁଯାଇ ପାଣି ଖୋଜି ଖୋଜି ଆସିନିକଟସ୍ଥ ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବାହାରି ଆସି ଜଙ୍ଗଲ ପାଖ ଆମ୍ବପଡା ଗ୍ରାମର କୁଲୁ ଦେହୁରୀଙ୍କ ଘରେ ପଶିଗଲା ଗୋଟିଏ ନିରୀହ ହରିଣ। 

ସୌଭାଗ୍ୟବଶତଃ, ହରିଣଟି ସୁରକ୍ଷିତ ଅଛିତାହାର କୌଣସି କ୍ଷତି ହୋଇନାହିଁ ଖବର ପାଇ ବନବିଭାଗ ର ବନପାଳ ଗଙ୍ଗାଧର ସାହୁ ଙ୍କୁ ଗ୍ରାମବାସୀ ମାନେ ଉକ୍ତ ହରିଣ କୁ ହସ୍ତାନ୍ତର କରିଥିଲେ ଘଟଣା ସ୍ଥଳରେ ବନ୍ୟ ପ୍ରାଣୀ ସ୍ୱାର୍ଡ କାଶୀନାଥ ମହାନ୍ତି ଉପସ୍ଥିତ ରହିଥିଲେ ଘଟଣାସ୍ଥଳରେ କପିଳାସର ସ୍ୱତନ୍ତ୍ର ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯlଇଛି ସୂଚନା ମିଳିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପ୍ରୋତ୍ସାହନ ଅଭାବରୁ ବନ୍ଦ ପଡ଼ିଛି କମାରଶାଳ

କନ୍ଧମାଳ ର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ

Sunil Chandra Nayak

ମଦନପୁର ରାମପୁର ର ନୂତନ ରାଜା ବୁଧେନ୍ଦ୍ର ପ୍ରତାପ ଙ୍କ ଦେବାଦେବୀ ଦର୍ଶନ

masiha

Leave a Comment

error: Content is protected !!