ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଟଙ୍କା ମାଗି ଜଣେ ଗିରଫ

ଗୋଳାମୁଣ୍ଡା – 13/5 କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଂଚଳରେ ମାଓବାଦୀ ନାମରେ ବନ୍ଧୁକ ଦେଖାଇ ଟଙ୍କା ମାଗି ଜଣେ ଗିରଫ ହୋଇଥିବା ବିଷୟ ଏବେ ଜୋର ଚର୍ଚ୍ଚା ର ବିଷୟ ପାଲଟିଛି।  ପ୍ରାପ୍ତ ସୂଚନା ମୁତାବକ ଗୋଳାମୁଣ୍ଡା ଥାନା ପିତଗୁଡା ଗ୍ରାମର ସୁଶାନ୍ତ ମାଝି ନାମକ ଜଣେ ଯୁବକ ମୋହନ ପ୍ରଧାନ ନାମକ ଵ୍ୟକ୍ତି ଙ୍କୁ ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଭୟଭୀତ କରି ଟଙ୍କା ମାଗୁଥିବା  ଘଟଣା  ଗୋଳାମୁଣ୍ଡା ଥାନାରେ ଅଭିଯୋଗ ପରେ ପୋଲିସ ତାକୁ ଗିରଫ କରି ଆଜି କୋଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଗୋଲାମୁଣ୍ଡା ରୁ ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଅଭୁଲା ସ୍ମୃତି

Sunil Chandra Nayak

ପତ୍ରିକା “ଗାଁ’ର ମହକ” ଉନ୍ମୋଚନ ପାଇଁ ପ୍ରସ୍ତୁତି

Sunil Chandra Nayak

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାଶ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!