ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ ନେଇ ପ୍ରସ୍ତୁତି ଚୁଡାନ୍ତ

ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ ନେଇ ପ୍ରସ୍ତୁତି ଚୁଡାନ୍ତ

କଟକ : ଅଗ୍ରଣୀ ସାମାଜିକ ସଂଗଠନ ପ୍ରେମଲତା ଚାରିଟେବୁଲ ଟ୍ରଷ୍ଟ,ପ୍ରତିଭା ବିକାଶ ପ୍ରତିଷ୍ଠାନ ଓ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ମିଳିତ ସହଯୋଗରେ ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ ଉତ୍ସବ (ପ୍ରେମଲତା ମେଧା ପ୍ରତିଭା ସମ୍ମାନ – ୨୦୨୬,ସଂଯୁକ୍ତା ମେଧା ପ୍ରତିଭା ସମ୍ମାନ – ୨୦୨୬, ବଟକୃଷ୍ଣ ମେଧା ପ୍ରତିଭା ସମ୍ମାନ – ୨୦୨୬) ଚଳିତ ମେ ମାସ ୩୧ ତାରିଖ(ରବିବାର ) ଦିନ ପୂର୍ବାହ୍ନ ନଅ ଘଟିକା ସମୟରେ ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସଭା ଗୃହ,୪୨ ମୌଜା, କଟକ ସଦର ଅନୁଷ୍ଠିତ ହେବ । ଯୋଗଦାନ କରିବା ନେଇ ନିବେଦନ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ଅମଲା ସଂଘର କଳା ଵ୍ଯାଜ୍ ପରିଧାନର ଅନ୍ତିମ ଦିବସରେ ସରକାରଙ୍କ ନିଦାବିଷ୍ଣୁ ନେଇ ଅସନ୍ତୋଷ; ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବେ ! 

ପାଣିରେ ବୁଡି ବୃଦ୍ଧ ମୃତ 

masiha

Leave a Comment

error: Content is protected !!