ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦର ବୃଦ୍ଧି ରୋକିବାକୁ ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା ଭାରତ

ଖାଦ୍ୟ ନିରାପତ୍ତା ଦୃଷ୍ଟି ରୁ ଗହମ ରପ୍ତାନୀ ଉପରେ ରୋକ

ଦେଶରେ ଗହମ ଦର ବୃଦ୍ଧି ରୋକିବା ଲାଗି ଭାରତ ବିଦେଶକୁ ଗହମ ରପ୍ତାନି ଉପରେ ନିଷେଧାଜ୍ଞା ଜାରି କରିଛି। ଏହି ନିଷେଧାଦେଶ ତତ୍‌କ୍ଷଣାତ୍‌ ଲାଗୁ କରାଯାଇଥିବା କଥା ଶୁକ୍ରବାର ରାତିରେ ପ୍ରକାଶିତ ବିଜ୍ଞପ୍ତିରେ ସରକାର କହିଛନ୍ତି।

ଫେବ୍ରୁଆରି ମାସରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ କୃଷ୍ଣ ସାଗର ଅଞ୍ଚଳରୁ ଗହମ ଆମଦାନି ସମ୍ଭବପର ନ ହେବାରୁ ବୈଶ୍ବିକ କ୍ରେତାମାନେ ଗହମ ଯୋଗାଣ ଲାଗି ଭାରତ ଉପରେ ନିର୍ଭର କରୁଥିଲେ।

ଦେଶରେ ଗହମ ଓ ଗହମ ଉତ୍ପାଦଗୁଡ଼ିକର ଦର ୧୫%ରୁ ୨୦% ବୃଦ୍ଧି ପାଇଥିବା ବେଳେ ବିଶ୍ବ ବଜାରରେ ଗହମ ଦର ବିଗତ ୧୪ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ପାଇଛି। ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ହେତୁ ସୃଷ୍ଟି ହୋଇଥିବା ଗୋଳମାଳିଆ ଆନ୍ତର୍ଜାତିକ ପରିସ୍ଥିତି କାରଣରୁ ବିଶ୍ବବ୍ୟାପୀ ଗହମ ଦର ବୃଦ୍ଧି ପାଇଛି।

ଦେଶରେ ଗହମ ଦର ବୃଦ୍ଧି ପାଇବାର ମଧ୍ୟ କେତେକ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଗହମର ମୂଲ୍ୟ ଓ ଇନ୍ଧନ ଦର ବୃଦ୍ଧି। ଏଥିଯୋଗୁଁ କେବଳ ଗହମ ନୁହେଁ ମକାର ଦର ମଧ୍ୟ ବୃଦ୍ଧି ପାଉଛି। ଉଲ୍ଲେଖଯୋଗ୍ୟ, ଦର ବୃଦ୍ଧି ପାଇବା ସହ ବିଶ୍ବ ବଜାରରେ ଗହମର ଚାହିଦା ମଧ୍ୟ ବୃଦ୍ଧି ପାଉଛି।

 ଭାରତ ବିଶ୍ଵରେ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ସେହି ଅନୁରୂପ ଯୋଜନା ପ୍ରସ୍ତୁତ କରି ସେ ଦିଗରେ ପଦକ୍ଷେପ ନେବା ଆରମ୍ଭ ମଧ୍ୟ କରିଥିଲେ କେନ୍ଦ୍ର ସରକାର। ହେଲେ ଅଚାନକ ଭାରତ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଛି। ଭୀଷଣ ଗରମ କାରଣରୁ ଶସ୍ୟ ଉତ୍ପାଦନ ହ୍ରାସ ପାଇବା ଏବଂ ଘରୋଇ ଖାଦ୍ୟ ଦର ବୃଦ୍ଧି ଘଟିବା ଏହା ପଛର କାରଣ ହୋଇଥିବା କୁହାଯାଉଛି। ଭାରତର ଏହି କଟକଣାରେ ବିଶ୍ଵରେ ଖାଦ୍ୟ ଦରବୃଦ୍ଧି ଘଟିବାର ସମ୍ଭାବନା ରହିଛି, ଯେଉଁଠି ୟୁକ୍ରେନ ସଙ୍କଟ କାରଣରୁ ଗହମ ଯୋଗାଣ ରେକର୍ଡ ସ୍ତରରେ ପହଞ୍ଚିଥିଲା।

ଭାରତ ବିପୁଳ ମାତ୍ରାରେ ଗହମ ରପ୍ତାନୀ କରିବାକୁ ଆଶା ରଖିଥିଲା। କାରଣ ସରକାର ଫେବୃଆରୀରେ ୧୧୧ ମିଲିୟନ ଟନ ଗହମର ରେକର୍ଡ ଉତ୍ପାଦନ ଅନୁମାନ କରିଥିଲା। ହେଲେ ମାର୍ଚ୍ଚ ମଧ୍ୟଭାଗରୁ ଏକ ମାସ ପର୍ଯ୍ୟନ୍ତ ଜାରି ହିଟ୍ ଓ୍ଵେଭ୍ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଫଳରେ ସରକାରଙ୍କୁ ଆନୁମାନିକ ଉତ୍ପାଦନ ୫.୭ ପ୍ରତିଶତ ଅର୍ଥାତ ୧୦୫ ମିଲିୟନ ଟନ କମ କରିବାକୁ ପଡିଛି।

କେନ୍ଦ୍ର ସରକାର ଶୁକ୍ରବାର ରାତିରେ ଏକ ଅଧିସୂଚନା ଜାରି କରି ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଭାରତ ସଂପ୍ରତି ଦୁନିଆକୁ ଖୁଆଇବାକୁ ପ୍ରସ୍ତୁତ।

ହେଲେ କମ ଉତ୍ପାଦନ କାରଣରୁ ସରକାରଙ୍କ ଉପରେ ସବସିଡିରେ ଦିଆଯାଉଥିବା ଶସ୍ୟର ଆବଶ୍ୟକତା ପ୍ରଥମେ ପୂରଣ କରିବା ପାଇଁ ଚାପ ପଡିଥିଲା। ଉତ୍ପାଦନରେ ଅପ୍ରତ୍ୟାଶିତ ହ୍ରାସ ଘଟିବା ସରକାରଙ୍କୁ ଗହମ କ୍ରୟରେ ନିଜର ଲକ୍ଷ୍ୟକୁ ୪୪ ମିଲିୟନ ଟନରୁ ହ୍ରାସ କରି କେବଳ ୧୯.୫ ମିଲିୟନ ଟନ କରିବାକୁ ବାଧ୍ୟ କରିଛି।

ଭାରତର ଏପରି ନିଷ୍ପତିର ସମାଲୋଚନା କରିଛନ୍ତି ଜି-୭ ରାଷ୍ଟ୍ର ସମୁହ । ବିଶେଷ କରି ରୁଷ-ୟ୍ରୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱରେ ଗହମ ଅଭାବ ଦେଖା ଦେଇଥିବା ବେଳେ ଭାରତର ଏପରି ନିଷ୍ପତି ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଇଛି । ଜି-୭ ରାଷ୍ଟ୍ରର କୃଷିମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତି ଉପରେ ଭାରତ ପୁନର୍ବିଚାର କରୁ ବୋଲି ମତ ପ୍ରକାଶ ପାଇଛି । ଆସନ୍ତା ମାସରେ ଥିବା ଜି-୭ ବୈଠକରେ ଏହା ଉପରେ ଆଲୋଚନା କରିବାକୁ ମତ ପାଇଛି । ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଳାହାଣ୍ଡି ଜିଲ୍ଲାରେ କରୋନା କାୟା ବିସ୍ତାର କରିଚାଲିଛି

Sunil Chandra Nayak

ତାରା ଶଙ୍କର ରାୟଗୁରୁ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ମନୋନୀତ

Sunil Chandra Nayak

ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତି ମୃତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort