ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟୟେ ପୋଷାକ ବଣ୍ଟନ ବିତରଣ ଉତ୍ସବ

ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟୟେ ପୋଷାକ ବଣ୍ଟନ ବିତରଣ ଉତ୍ସବ

ରାଇରଙ୍ଗପୁର -୨୩/୦୬ ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ହାଟବାଦଡା ପ୍ରାଥମିକ ଵିଦ୍ଯାଳୟ ପରିସରରେ ପୋଷାକ ବଣ୍ଟନ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁସୁମି ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମହାମୁନି ହେମ୍ବ୍ରମ ଯୋଗ ଦେଇଥିଲେ ।ଏହି କାର୍ଯ୍ଯକ୍ରମରେ ଏବିଇଓ ଜଳେଶ୍ବରୀ ମହାନ୍ତ,ସିଆରସିସି ଭଗବାନ ମହାକୁଡ଼, ପ୍ରଧାନଶିକ୍ଷୟତ୍ରୀ ସୁଲୋଚନା ମୁର୍ମୁ, ସହ ଶିକ୍ଷୟତ୍ରୀ ପ୍ରଦୀପ କୁମାର କୁମ୍ଭାକାର, ଲକ୍ଷ୍ମୀ ମହାନ୍ତ,ବାସନ୍ତୀ ମୁର୍ମୁ,, ସ୍କୁଲ ଅଭିଭାବକ ସଂଘ ସଭାପତି ରଞ୍ଜନ କୁମାର ଦେ , ସ୍କୁଲକମିଟି ସଭ୍ୟ ବାରିଆଳ ଟୁଡୁ, କିଶୁନଲାଲ ସୋରେନ ପ୍ରମୁଖ ଯୋଗ ଦେଇଥିଲେ ।ଅତିଥିଗଣ ବିଦ୍ୟାର୍ଥୀମାନଙ୍କୁ ଟି ସାର୍ଟ, ଟ୍ରାକ ପେଣ୍ଟ, କେପ ଏବଂ ଆଇଡେଣ୍ଟି କାର୍ଡ ବଣ୍ଟନ କରିଥିଲେ ।ପିଲାମାନେ ନୂତନ ପୋଷାକ ପିନ୍ଧି ଵହୁତ ଖୁସି ହୋଇଥିଲେ ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ଵାଳ

Related posts

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

masiha

ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସାଇକେଲ ଯାତ୍ରା

Sunil Chandra Nayak

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!