ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ 

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ 

ଭବାନୀପାଟଣା /କଳମପୁର ୧୪/୦୭ (ମସିହା )  କଳମପୁର ବ୍ଲକ ଅନ୍ତର୍ଗତ ହାରାମାଲ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ବାର୍ଷିକ ଶ୍ରାଦ୍ଧମହୋତ୍ସବ ରେ ମୁଖ୍ୟ ଅତିଥି କ୍ଷେତ୍ରମୋହନ ମାଝୀ ବକ୍ତା ସମାଜସେବୀ ତଥା ମସିହା ପ୍ରତିନିଧି ଶ୍ରୀ ପରମାନନ୍ଦ ଠାକୁର, ଦ୍ଵିତୀକୃଷ୍ଣ ଖର୍ଷେଲ, ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ପଣ୍ଡା,ଶିକ୍ଷୟତ୍ରୀ ମାନବିରାଣୀ ମାଝୀ, ମନୋରଞ୍ଜନ ସିଂ ଉପସ୍ଥିତ ଥିଲେ! ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ସହ ପୂଜାଅର୍ଚନା କରି ସାରିବା ପରେ ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ଗୋପବନ୍ଧୁ ଦାସ ଙ୍କ ଜୀବନୀ, କାର୍ଯ୍ୟଶୈଳୀ, ସମାଜ ସେବା ଭଳି ଅନେକ ତାଙ୍କ ଜୀବନୀ ବିଷୟରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ତାଙ୍କ ଜୀବନ ଶୈଳୀ କୁ ଅନୁକରଣ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ସଭା ଶେଷର “ସମାଜ ” ପ୍ରତିନିଧି ଧନ୍ୟବାଦ ଅର୍ପଣ କରିଥିଲେ l

Related posts

ବିଶାଳ ଆଦିବାସୀ ସମାବେଶ ଯୋଗ ଦେଲେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି

Sunil Chandra Nayak

ଲାଠିକଟା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଜିଲ୍ଲାରେ ଶୁଭାରମ୍ଭ 

masiha

Leave a Comment

error: Content is protected !!