ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପକ୍ଷରୁ ଯୁବ ଆଇନଜୀବୀ ସମାଜ ସେବୀ ଦିନେଶ ତିୱାରୀ ସମ୍ମାନିତ

 ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଳା ଗ୍ରାମର ଯୁବ ଆଇନଜୀବୀ ସମାଜସେବୀ ଦିନେଶ ତିୱାରୀ ସମ୍ମାନିତ ହୋଇଛନ୍ତି। ଅନୁଗୁଲ ଠାରେ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଅଛି। ଏହି ସଭାରେ ରାଜ୍ୟ ସ୍ତରରୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରି ପ୍ରତିଭା ପୂଜନ ସଂସ୍କୃତି କୁ ବଜାୟ ରଖିବା ଧର୍ମ ବୋଲି ଅତିଥିମାନେ ମତପୋଷଣ କରିଥିଲେ। ଅଂଚଳରେ ଦଳିତ, ଅବହେଳିତ, ନିଷ୍ପେସିତ, ବ୍ୟକ୍ତିଙ୍କ ପାଖକୁ ପହଞ୍ଚି ତାଙ୍କର ସହଯୋଗ କରିବା ସହ ଜଣେ ଦରଦୀ ମଣିଷ ରୂପେ ସେବାକୁ ଜୀବନର ବ୍ରତୀ କରିବା ପାଇଁ ଆଜି ତାଙ୍କୁ ସମ୍ମାନିତ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ବଞ୍ଚିଛି 

Sunil Chandra Nayak

ଜିଲାସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ଚୟନ

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ହସ

Sunil Chandra Nayak

Leave a Comment

error: Content is protected !!