ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କ ମାତୃ ବିୟୋଗ

ନର୍ଲା (ମନିସ) ନର୍ଲା ବ୍ଳକ ପଲମ ଧରିତ୍ରୀ ପ୍ରତିନିଧି ଭିକାରୀ ଗଉଡଙ୍କ ମା ପୂର୍ଣ୍ଣିମା ଗଉଡ ୯୫ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ଟକର୍ଲା ପଞ୍ଚାୟତ ଆଲିମ ଗାଁ ମସାଣିରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଚାରି ପୁଅ ଭିକାରୀ, ଗୋପାଳ, ଭରତ ଓ ସନତ ମଧ୍ୟରୁ ବଡ଼ ପୁଅ ସାମ୍ବାଦିକ ଭିକାରୀ ଗଉଡ ମୁଖାଗ୍ନି ଦେଇଥିଲେ। ଦୀର୍ଘ ଦିନ ଧରି ପୂର୍ଣ୍ଣିମା ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ମଧ୍ୟରେ ରହି ଆସୁଥିଲେ। ଜଣେ ଧର୍ମ ପରାୟଣ ମହିଳା ଭାବେ ଜଣାଶୁଣା ସ୍ୱର୍ଗତ ପୂର୍ଣ୍ଣିମାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଜ୍ୟରେ ଖନନ ହେବ ୧ଲକ୍ଷ ନୂଆ ବୋରୱେଲ୍‌

Sunil Chandra Nayak

ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!