ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପଦ ସମ୍ମାନର ଅଧିକାରୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗ ରେ ଶୋକ 

ଧର୍ମପଦ ସମ୍ମାନର ଅଧିକାରୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗ ରେ ଶୋକ 

ବିଶିଷ୍ଟ ଚିତ୍ରଶିଳ୍ପୀ, ଧର୍ମପଦ ସମ୍ମାନର ଅଧିକାରୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ଗତକାଲି ରାତ୍ରି ୧୦:୨୦ ରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲ ରେ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ।

ତାଙ୍କ ବିୟୋଗ ଓଡ଼ିଶାର ଚିତ୍ରକଳା ଓ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ନିଜର ଅସାଧାରଣ କଳାସାଧନା ଓ ସୃଜନଶୀଳତା ମାଧ୍ୟମରେ ସେ ଓଡ଼ିଶାର କଳା ଐତିହ୍ୟକୁ ସମୃଦ୍ଧ କରିବା ସହ ଅନେକ କଳାପ୍ରେମୀ ଓ ଶିଳ୍ପୀଙ୍କୁ ପ୍ରେରଣା ଦେଇଯାଇଛନ୍ତି।

ତାଙ୍କ ଅମର କଳାକୃତି ଓ କଳାପ୍ରତି ଅବଦାନ ଚିରସ୍ମରଣୀୟ ହୋଇ ରହିବ। ପରମାତ୍ମା ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗ ଓ ଅଗଣିତ ଅନୁରାଗୀଙ୍କୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ।

Related posts

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ଓ ସ୍ୱାସ୍ଥ୍ୟ ସେବା ପରଖିଲେ କାୟାକଳ୍ପ ଟିମ୍ 

masiha

ସାମାଜିକ ବିକାଶ ପାଇଁ ଇ ଟି ପି ଏ ଫାଉଣ୍ଡେସନ୍ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକ୍ରମ ଅୟୋଜିତ

masiha

ଜଗମୋହନ ରେ ଅଗ୍ନିକାଣ୍ଡ

Sunil Chandra Nayak

Leave a Comment

error: Content is protected !!