ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ବ୍ୟକ୍ତି ହେଲା ଗୁରୁତର 

ଭାଲୁ ଆକ୍ରମଣରେ ବ୍ୟକ୍ତି ହେଲା ଗୁରୁତର 

ନବରଙ୍ଗପୁର:(୧୩|୮)((ଧୃତି ରଞ୍ଜନ ମହାନ୍ତି))ନଵରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ ଅଧୀନରେ ଥିବା ମଇଦଲପୁର ଥାନାର କାକୁଡିଆମରେ ବୁଧବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି l ସେ ହେଲେ ପୂର୍ଣ୍ଣ ଧାଙ୍ଗଡ଼ା ମାଝୀ l ତାଙ୍କୁ ପାପଡାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି l ସୂଚନା ପ୍ରକାରେ ଅମାବାସ୍ୟା ପୂଜା କରି ପୂର୍ଣ୍ଣ ନିଜ ଚାଷ ଜମିକୁ ଯାଇଥିଲେ lଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା l ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l

ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା ନେଇ ରାଜ୍ୟ ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାଇରଙ୍ଗପୁର ଗସ୍ତ ; ପିଡିତା ପରିବାରଙ୍କୁ ସାକ୍ଷାତ୍ ଏବଂ ଏସପିଙ୍କ ସହ ଆଲୋଚନା

Sunil Chandra Nayak

ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲାରେ ବିଦ୍ୟାଳୟର ଛାତ୍ରାବାସରୁ ବାହାରୁଛି ମଦ ପାଉଚ:୯ ଜଣ ଛାତ୍ର ନିଲମ୍ବିତ 

Sunil Chandra Nayak

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

masiha

Leave a Comment

error: Content is protected !!