ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟି ବ୍ରାହ୍ମଣ ମହାସଭା ଦ୍ଵାରା ତ୍ରିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ବୈଠକ

ବାମନଘାଟି ବ୍ରାହ୍ମଣ ମହାସଭା ଦ୍ଵାରା ତ୍ରିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ବୈଠକ

 ମୟୂରଭଞ୍ଜ –୧୭/୦୧ // ଆଜି ଅପରାହ୍ନ ଚାରି ଟା ସମୟରେ ରାଇରଙ୍ଗପୁର ବାବା ପୂର୍ଣେଶ୍ୱର୍ ମହାଦେବ ମନ୍ଦିର ସନ୍ନିକଟ ବ୍ରାହ୍ମଣ ମହାସଭା ସଭାଗୃହ ରେ ବିଶିଷ୍ଟ ପୂଜକ ପଣ୍ଡିତ ଶ୍ରୀ ଦେବବ୍ରତ ରଥ ମହାପାତ୍ର ଙ୍କ ସଭାପତିତ୍ବ ରେ ଏକ ଜରୁରୀ ବୈଠକ ଆସନ୍ତା ଫେବୃୟାରୀ ମାସ ୧୬, ୧୭ ଓ ୧୮ ତାରିଖ ତ୍ରୀନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ସମ୍ବନ୍ଧୀୟ ଆଲୋଚନା ହୋଇଯାଇଛି। ଉକ୍ତ ବୈଠକ ରେ ସର୍ବଶ୍ରୀ ଗଣେଶ୍ୱର ଦାଶ, ବାଇଧର ପଣ୍ଡା, ସୁଧୀର ମିଶ୍ର, ଅଜିତ ଦାଶ, ଗୋକୁଳ ପାଣି, ବିରେଶ୍ କବି, କଟି ପଣ୍ଡା, କର ସାର୍,ହୋତା ବାବୁ ଇତ୍ୟାଦି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଏହାର ପରବର୍ତ୍ତୀ ବୈଠକ ରେ ସବିଶେଷ ବିସ୍ତୃତ ଆଲୋଚନା ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ର ଚିଠା ପ୍ରସ୍ତୁତ ହେବ। ଶ୍ରୀ ଗଣେଶ୍ୱର ଦାଶ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ

masiha

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

masiha

ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!