ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ପୋଲିସର ବଡ଼ ଧରଣର ସଫଳତା।  ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

କଳାହାଣ୍ଡି ପୋଲିସର ବଡ଼ ଧରଣର ସଫଳତା

 ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ପୋଲିସ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୧୬୦ଟି ଜରି (ପଲିଥିନ) ପ୍ୟାକେଟ୍ ଗଞ୍ଜେଇ ଜବତ କରିଥିଲା। ଯାହାର ମୋଟ ଓଜନ ପ୍ରାୟ ୨୦.୮୦ କୁଇଣ୍ଟାଲ ବୋଲି ଜଣାପଡିଛି। ମିଳିଛି। ଏହି ଘଟଣାରେ ସଂପୃକ୍ତ ଥିବା ଜାମୁଲି ଗ୍ରାମର ଗଲନା ମାଝୀ (୩୫), କିଜୁ ମାଝୀ (୬୨), ଡେଡ୍‌ସୁଲି ଗ୍ରାମର ନାଇବ ହରିଜନ (୨୮) ଓ ଜିମେନ୍ଦ୍ର ହରିଜନ (୫୭)ଙ୍କୁ ପୋଲିସ ଗିରଫ କରିଛି। ଏ ନେଇଁ ମଦନପୁର ରାମପୁର ଥାନାରେ ଏକ ମାମଲା ନଂ( ୨୨୧/୨୦୨୬) ରୁଜୁ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗଞ୍ଜେଇ ଜବତ ମହିଳା ଗିରଫ 

masiha

ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର,ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

ଆକାଉଣ୍ଟ ରୁ କଟିଗଲା ୫ଲକ୍ଷ ୪୯ ହଜାର ୯ଶହ ୯୫ ଟଙ୍କା  ଡିଜିଟାଲ ଠକେଇର ଶିକାର ହେଲେ ବୟସ୍କ ନାଗରିକ 

Sunil Chandra Nayak

Leave a Comment

error: Content is protected !!