ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧାଶକ୍ତିସେବା ସଂଗଠନର ୭ମ ଅଧିବେଶନ ଅନୁଷ୍ଠିତ

ଢ଼େଙ୍କାନାଳ -:    ଗତ କାଲି ତା ୧୮.୦୫.୨୨ ରିଖ ବୁଧବାର ଦିନ ଅପରାହ୍ନ ୧ଘଟିକା ସମୟ ରେ ରାସୋଳ ଦେଉଳ ସାହି ସ୍ଥିତ ମୁଖ୍ୟ ସଂଗଠକ ତଥା ସଭାପତି  ଶ୍ରୀଯୁକ୍ତ ବିଭୁପ୍ରସାଦ ଶତପଥୀ ଙ୍କ ବାସ ଭବନରେ ନବ ଗଠିତ “ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”, ଜନ ମଙ୍ଗଳ (ରାସୋଳ) ର ସପ୍ତମ ଅଧିବେଶନ ସେବକ ଓ ସେବିକା ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।  ଆଜିର ଅଧିବେଶନ ରେ ଜମି ଓ ଜଳ ସଂରକ୍ଷଣ ଅଧିକାରୀ ଶ୍ରୀମତି ପ୍ରିୟଙ୍କା ପଟ୍ଟନାୟକ ସମସ୍ତ ସେବକ ସେବିକା ମାନଙ୍କୁ ନାରୀ ସଶକ୍ତି କରଣ,ସଂଗଠନ ର ଦୃଢତା, ତଥା ସଂଗଠନର ଆୟ ସଂପର୍କୀତ ଦିଗ ରେ ଆଲୋକପାତ କରିଥିଲେ ।ସଂଗଠନର ଉତ୍ତରୋତ୍ତର ଉନ୍ନତି ପାଇଁ ସଂଗଠନ ସହିତ ଜଡିତ ରହିବା ସହ ଆଶ୍ବାସନା ପୂର୍ବକ ସଂଗଠନ ର ମାର୍ଗ ଦର୍ଶନ କରିବାରେ ସହାୟକ ହେବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ।ପରିଶେଷରେ ମୁଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀ ସମସ୍ତ ସେବକ ଓ ସେବିକା ମାନଙ୍କୁ ତଥା କୁମାରୀ ପ୍ରିୟଙ୍କା ପଟ୍ଟନାୟକ ମହାଶୟା ଙ୍କୁ ଧନ୍ଯବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମଥୁରା ଗୃହ କର୍ତ୍ତା ଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ ଅଭିଯୋଗ

Sunil Chandra Nayak

ବିଜୁ ଜନତାଦଳର ୨୫ ବର୍ଷ ଉପଲକ୍ଷେ କୁସୁମୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା – ଆଖି

Sunil Chandra Nayak

Leave a Comment

error: Content is protected !!