ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଦାନ ପାଇଁ ଦାବି ସାଂସଦଙ୍କ ପାଇଁ ପ୍ରାର୍ଥନା 

ଅନୁଦାନ ପାଇଁ ଦାବି ସାଂସଦଙ୍କ ପାଇଁ ପ୍ରାର୍ଥନା 

କଟକ : କଟକ ୪୨ମୌଜା ଶ୍ରୀରାମ ଗାଁରେ ସିଦ୍ଧେଶ୍ୱର ମନ୍ଦିରରେ ସମୂହ ଦୀପଦାନ। କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ଜନ୍ମ ଦିନରେ ଗ୍ରାମବାସୀମାନେ ଦୀପ ଦାନ କରିବା ସହିତ ମନ୍ଦିର ଓ ଗ୍ରାମର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବାକୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କ ଆହ୍ୱାନ ରେ ,ଫକିର ସ୍ୱାଇଁ, ସୂର୍ଯ୍ୟମଣି ଦାଶ,ଆନନ୍ଦ ବେହେରା, ବିଷ୍ଣୁ ଚରଣ ଦାଶ, ମୁରବି ସୁବାସ ସାହୁ, ଦୁର୍ଯ୍ୟୋଧନ ଦାଶ, ଗଙ୍ଗାଧର ପାଣ୍ଡେ,ଦୀପକ ଆଚାର୍ଯ୍ୟ,ଉମେଶ ସ୍ବାଇଁ,ଜିତନ ଦାଶ, ଦିପକ ସାହୁ ଓ ପୂଜକ ଶରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ : ଲୋକଙ୍କୁ ମିଳିବ ସରକାରୀ ସୁବିଧା, ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ନବରଙ୍ଗପୁର ମହାବିଦ୍ୟାଳୟରେ କାର୍ ଗିଲ୍ ବିଜୟ ଦିବସ ପାଳନ

masiha

ଭିନ୍ନ ଏକ ମାଆ କସ୍ତୁରୀ ,  ୭୩ ଜଣ ଅନାଥ ଶିଶୁ ଙ୍କ ଜନନୀ

Leave a Comment

error: Content is protected !!