ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଦ୍ଧ ଦିବସୀୟ ଗାଆଁ ସାଥୀ ଭର୍ଚୁଆଲ ତାଲିମ୍ ଅନୁଷ୍ଠିତ 

ଅର୍ଦ୍ଧ ଦିବସୀୟ ଗାଆଁ ସାଥୀ ଭର୍ଚୁଆଲ ତାଲିମ୍ ଅନୁଷ୍ଠିତ 

ଢେଙ୍କାନାଳ(ନି ପ୍ର)୨୮/୦୯_ଓଡ଼ାପଡ଼ା ପଂଚାୟତ ସମିତି ସଭା ଗୃହରେ ଆଜି ପଂଚାୟତରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଆନୁକୁଲ୍ୟରେ ପତ୍ର ସଂଖ୍ୟା ୨୭୧୯୭/ତା ୨୪/୦୯/୨୬ ମୁତାବକ VB G RAM G ଯୋଜନାରେ ଅର୍ଦ୍ଧ ଦିବସୀୟ ଗାଆଁ ସାଥି ତାଲିମ୍ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେ୍କ୍ଷୀରେ ବ୍ଲକ୍ ଅଧୀନସ୍ଥ ସମସ୍ତ ଗ୍ରାମ ପଂଚାୟତ ର ଗାଁ ସାଥୀ ମାନଙ୍କୁ ବିକଶିତ ଗାଆଁ ଗଠନ ପ୍ରକ୍ରିୟାରେ ସାମିଲ୍ ଭର୍ଚୁଆଲ ମାଧ୍ୟମରେ ଶିକ୍ଷାଦାନ କରଯାଇଥିଲା। ଏତାଦୃଶ ତାଲିମ୍ ଗ୍ରହଣ କରି ବ୍ଲକ୍ ସଭାପତି ସମରେନ୍ଦ୍ର ପରିଡ଼ା, ସହ ସଂଯାଯୋକ ବିଷ୍ଣୁ ଦାସ, ଅଶୋକ ସାହୁ,ବିନୟ ପୃଷ୍ଠି, ପ୍ରହଲ୍ଲାଦ ବେହେରା,ଅଞ୍ଜନା ସାହୁ ପ୍ରମୁଖ ଶତାଧିକ ଗାଆଁ ସାଥି ଭାଇ ଭଉଣୀ ମାନେ ଯୋଗଦାନ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ତତ୍ ସହ ଆଗାମୀ ଦିନରେ ଉନ୍ନତି ମୂଳକ କାମରେ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

ଢ଼େନ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ମନରେଗା ଯୋଜନା ଦୁର୍ନୀତିକୁ ନେଇଁ ଶ୍ରମିକଙ୍କ ପ୍ରତିବାଦ ସଭା 

ରାଇରଙ୍ଗପୁର ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ବନ୍ଧୁଗାଁରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!