ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ଦାଣ୍ଡବୋଷ ରାସ୍ତାରେ ଦୁର୍ଘଟଣାରେ ଯୁବକ ଗୁରୁତର, ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର

ରାଇରଙ୍ଗପୁର- ୨୩/୫/୨୨( ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ଅନ୍ତର୍ଗତ ଦାଣ୍ଡବୋଷରେ କୁକୁରକୁ ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ ବିଲ ଆଡ଼କୁ ଛିଟିକି ପଡିଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଯୁବକକୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ଘଟଣାଟି ରବିବାର ଅପରାହ୍ନରେ ଘଟିଥିଲା । ପୋଲିସ ବାଇକ୍ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଗୁରୁତର ଯୁବକ ହେଲେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମର କଲୋନୀସାହିର ଲକ୍ଷ୍ମିଧର ନାଏକ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

କେସିଙ୍ଗା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ନୃପରାଜ ଯାଦବ ବିଜୟୀ

Sunil Chandra Nayak

ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ରାୟଗଡା ଜିଲ୍ଲା ପୁରସ୍କୃତ

Sunil Chandra Nayak

ନୂଆପଡା ଓ କଳାହାଣ୍ଡି ସୀମାରେ ଦୁଇ ଅହିଂସା ରଥକୁ ସ୍ୱାଗତ କଲେ ବ୍ଲକ ପ୍ରଶାସନ ଓ ଧର୍ମଗଡ଼ ଉପ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!