ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ଅଁଳାଡୁବାରେ ଅଜଣା କାର ଧକ୍କାରେ ବାଇକ ଚାଳକ ଗୁରୁତର; ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର

ମୟୂରଭଂଜ-୨୩/୫/୨୨(ମସିହା)  ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ରାସ୍ତାରେ ଏକ ବାଇକକୁ ଏକ ଅଜଣା କାର ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଛି ।ଘଟଣାଟି ରବିବାର ରାତି ୮ ଟା ପାଖାପାଖି ସମୟରେ ଘଟିଥିଲା । ଗୁରୁତର ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲା ।ପୋଲିସ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ କରୁଛି ଯୁବକ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମତଳିଆ ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ପୋଲିସ ରିଜର୍ଭ ପଡ଼ିଆରେ ଦୁଇ ଦିବସୀୟ ମନସୁନ କ୍ରିକେଟ ମ୍ୟାଚ ଅନୁଷ୍ଠିତ , ଡି ଏଚ ଏଚ ଟିମ ଚମ୍ପିୟାନ , ପୋଲିସ ଟିମ ରନର୍ସ

Sunil Chandra Nayak

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୧ କୋଟି

ଖଡ଼ିଆଳ ନବ ନିର୍ବାଚିତ ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତାଙ୍କ ପ୍ରତିକ୍ରିୟା

Sunil Chandra Nayak

Leave a Comment

error: Content is protected !!