ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟିଲ ସିଟି ସ୍କୁଲ୍ ରାପିଡ୍ ଚେସ ଟୁର୍ଣ୍ଣାମେଣ୍ଟ 

ଷ୍ଟିଲ ସିଟି ସ୍କୁଲ୍ ରାପିଡ୍ ଚେସ ଟୁର୍ଣ୍ଣାମେଣ୍ଟ 

ରାଉରକେଲା: ରାଉରକେଲା ଚେସ ଆସୋସିଏସନ୍ ଓ ସେକ୍ଟର ୧୬ ଡିଏଭି ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ଷ୍ଟିଲ ସିଟି ସ୍କୁଲ୍ ରାପିଡ୍ ଚେସ ଟୁର୍ଣ୍ଣାମେଣ୍ଟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଫିଡେ ଆରବିଟର ପ୍ରକାଶ ଚନ୍ଦ୍ର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏଭି ସ୍କୁଲ ର ଅଧ୍ୟକ୍ଷ ରାଜେଶ ଦାସ ଓ ଅଲ ଓଡିଶା ଚେସ ଆସୋସିଏସନ୍ ର ପ୍ରାକ୍ତନ ସଭାପତି ଜି ସି ମହାପାତ୍ର ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ୭ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ସହରର ୧୭ ଟି ସ୍କୁଲର ବୟସ କେଟାଗୋରୀ ୫,୭,୯,୧୧,୧୩ ବୟସର ୧୧୭ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସୂରୁପାମୟୀ ଦାସ, ବିଷ୍ଣୁପ୍ରିୟା ସାମଲ, ଯଶୋବନ୍ତୀ ବେହେରା, ସତ୍ୟଜିତ ବାରିକ,ପ୍ରଭାସ ଦାସ ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଣ୍ଡାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ

Leave a Comment

error: Content is protected !!