ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷନଗର ଏନ୍ ଏ ସି ରେ ବି ଜେ ଡି ର ସାଂଗଠନିକ କର୍ମଶାଳା

 ଢେଙ୍କାନାଳ: କାମାକ୍ଷା ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ର ଦଳୀୟ ସାଂଗଠନିକ ସ୍ଥିତି କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ଏନ୍ ଏ ସି ନଗରପାଳ ଧର୍ମାନନ୍ଦ ପରିଡ଼ା, ଉପ ନଗର ପାଳ ଶକୁନ୍ତଳା ସେଠୀ, ନଗର ସଭାପତି ଆଦିତ୍ୟ କୁମାର ଆଚାର୍ଯ୍ୟ ସମେତ ସମସ୍ତ କାଉନସିଲର ତଥା କର୍ମୀ ମାନଙ୍କୁ ଦଳୀୟ ଗୁରୁ ମନ୍ତ୍ର ପ୍ରଦାନ କରିଛନ୍ତି ।ଏତଦ୍ ବ୍ୟତୀତ ତୃଣ ମୂଳ ସ୍ତର ରେ ରହି ଜନ ସାଧାରଣ ଙ୍କ ସେବା କରିବା ସହିତ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା କୁ ସଫଳ ରୂପାୟନ ପୂର୍ବକ ରାଜ୍ୟ ପ୍ରଗତି ରେ ସାମିଲ ହେବାକୁ ଆହ୍ବାନ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ ।

Related posts

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲା ପରଜା ସମାଜର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ବାଲେଶ୍ବର – ଆମ୍ବଗଡିଆ ବିକାଶମଞ୍ଚ ପକ୍ଷରୁ ବୃକ୍ଷରୋପଣ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!