ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଳି ଗୁଡା ଗ୍ରାମର ଶ୍ରେୟା ନଭି ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଳି ଗୁଡା ଗ୍ରାମର ଶ୍ରେୟାନଭି ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି ।କମ ବୟସରେ ତାଙ୍କର ଦୃଢ଼ ଇଛା ଶକ୍ତି ଯୋଗୁଁ ସେ ଏହି ସଫଳତା ହାସଲ କରିଛନ୍ତି ।ସେ କମ ସମୟ ମଧ୍ୟରେ ୧ ରୁ ୧୦ ସଂଖ୍ୟା କହିବା ,ଋତୁର ନାମ ଓ ହିଂସ୍ର ଜନ୍ତୁ ଙ୍କ ନାମ ଗୁଡିକ ଫଟା ଫଟ କହି ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି ।ମା ପ୍ରିୟଙ୍କା ପଣ୍ଡା ଓ ବାପା ତାପସ କୁମାର ପଣ୍ଡା ଙ୍କ ପ୍ରଚେଷ୍ଟାରେ ମାତ୍ର ୩ ବର୍ଷ ବୟସରେ ସେ ଏହି କୃତିତ୍ୱ ହାସଲ କରି ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ଛୁ ଅ ଛୁଟୁଛି ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ ।

Related posts

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

Sunil Chandra Nayak

ବଡବାଫାଲା ଗ୍ରାମରେ ଜିଓ ମୋବାଇଲ ଟାଓ୍ବାର ସ୍ଥାପନା କରିବା ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ , ଢେଙ୍କାନାଳ ଶାଖା ତରଫରୁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!