ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

ଚକ ପିସ୍ ରେ ନିର୍ମାଣ କଲେ ୫୧ଟି ଐତିହାସିକ ସ୍ଥଳୀ…

 ଚକ୍ ପିସ୍ ରେ ଐତିହାସିକ ସ୍ଥଳୀ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସାମିଲ ହେଲେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଗତ ଜାନୁୟାରୀ ମାସରେ ସତ୍ୟ ଭାରତରେ ରହିଥିବା ୫୧ଟି ଐତିହାସିକ ସ୍ଥଳୀକୁ ନିର୍ମାଣ କରିଥିଲେ। ଏଥିମଧ୍ୟରେ ସବୁଠାରୁ ଛୋଟ ୧ ଏମଏମର ଲଳିତଗିରି ରହିଛି ।

୧ ଏମଏମରୁ ଆରମ୍ଭ କରି ୯ ଏମଏମ ପର୍ଯ୍ୟନ୍ତ ଚକ୍ ପିସରେ ସତ୍ୟ ୫୧ଟି ଐତିହାସିକ ସ୍ଥଳୀ ନିର୍ମାଣ କରିଛନ୍ତି। ଏହି ସମସ୍ତ ଐତିହାସିକ ସ୍ଥଳୀ ଏତେ ଛୋଟ ହୋଇଥିବା ବେଳେ ତାହା ପୁଣି ଚକ୍ ପିସ୍‌ରେ ନିର୍ମିତ ହୋଇଥିବା ଯୋଗୁଁ ଏହା ଭାରତରେ ବିରଳ। ତେଣୁ ସତ୍ୟଙ୍କ ଏହି ୫୧ଟି ଐତିହାସିକ ସ୍ଥଳୀର କଳାକୃତିକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନି ପାଇପାରିଛି। ସତ୍ୟଙ୍କ ଏଭଳି ସଫଳତା ସହିତ ତାଙ୍କ କାରୁକାର୍ଯ୍ୟକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ସହରବାସୀ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା

Sunil Chandra Nayak

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

Leave a Comment

error: Content is protected !!