ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ମୋଦୀଜୀଙ୍କ ୮ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପିର ଖବରଦାତା ସମ୍ମିଳନୀ

ମୟୂରଭଂଜ- -୩/୦୬/୨୨ (ମସିହା) ଭାରତର ଯଶ୍ବଷୀ ପ୍ରଧାନମନ୍ତ୍ରୀ ଦିର୍ଘ ୮ ବର୍ଷ ହେଲା ଭାରତବାସୀଙ୍କୁ ସେବା,ସୁଶାନ ଓ ବହୁ ଗରୀବ କଲ୍ୟାଣ ଯୋଜନା କରି ଦେଶକୁ ଏକ ସଶକ୍ତ ,ସମୃଦ୍ଧି ଶାଳୀ ଓ ବିଶ୍ବ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ଏବେ ମୋଦିଜୀଙ୍କ ଦିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପି ତରଫରୁ ସ୍ଥାନୀୟ କୁଡୁମି ଭବନ ପରିସରରେ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକଙ୍କ ସଭାପତିତ୍ବରେ ଏକଖବରଦା ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ,,ଗରିବ କଲ୍ୟାଣ ଜିଲ୍ଲା ସଂଯୋଜକ କୃପାସିନ୍ଧୁ ମହାନ୍ତ, ଯଶିପୁର ବିଧାୟକ ଇଂ ଗଣେଶରମ ସିଂ ଖୁଣ୍ଟିଆ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଶାନ ମିଶ୍ର,ଜିଲ୍ଲା ପଛୁଆ ବର୍ଗ ସଭାପତି ଘାସିରାମ ସାହୁ, ପଛୁଆ ବର୍ଗ କାର୍ଯ୍ୟ କାରିଣୀ ସଦସ୍ୟ ଚର୍ଚିଲ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।ଜିଲ୍ଲା ସଭାପତି ନବ ଚରଣ ମାଝୀ ମୋଦିଜୀ ଭାରତବାସୀଙ୍କ ଆୟୂଷ୍ମାନ ଯୋଜନା,ଜନଧନ ସଂଚୟ ଖାତା,ଉଜ୍ବଳା ଯୋଜନା, ସୌଭାଗ୍ୟ ଯୋଜନା, ଜଳଶକ୍ତି ଯୋଜନା,ସୀମା ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ବିକାଶ ଯୋଜନା,ଯୋଗ,ଆଇଟି,୧୫ଟିଏମ୍ସ,୨୦୦ ଟି ସରକାରୀ ମେଡିକାଲ କଲେଜ ,ଅଟଳ ବିହାରୀ ପେନସନ ଯୋଜନା,ସୁକନ୍ୟା ଯୋଜନା,ରାମ ମନ୍ଦିର ନିର୍ମାଣ,ତିନି ତଲାକ ବିଲ୍ ପାଶ କରି ମୁସଲିମ ମହିଳାଙ୍କୁ ସୁରକ୍ଷା ଭଳି ଐତିହାସିକ ପଦକ୍ଷେପ ନିଆଯାଇଛି । ମୋଦୀଜୀଙ୍କ ଏହି ଗରୀବ କଲ୍ୟାଣ ଯୋଜନାକୁ ଘରେ ଘରେ ଲୋକମାନଙ୍କୁ ଅବଗତ ଓ ସଚେତନ କରାଇବା ପାଇଁ ଦଳ ପକ୍ଷରୁ ଜୁନ ପହିଲାରୁ ଜୁନ ୧୫ ପର୍ଯ୍ୟନ୍ତ ଦଳର କୃଷକ ମୋର୍ଚା,ଏସସି ମୋର୍ଚା,ଏସଟି ମୋର୍ଚା,ମହିଳା ମୋର୍ଚା,ଏବଂ ଯୁବ ମୋର୍ଚ୍ଚାର କର୍ମୀ ଓ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ସଭାପତି ଖବରଦାତା ସମ୍ମିଳନୀରେ ବକ୍ତବ୍ୟ ଉପସ୍ଥାପନ ରଖିଥିଲେ ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ସରୋଜ କୁମାର ସାହୁ ଙ୍କ କବିତା ସିଗାରେଟ୍

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

ପୂଜା ବାଦୀ ଙ୍କ କବିତା ଭାଗ୍ୟ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort