ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ପାଳିତା ଝିଅର ବିବାହ କଲେ ହେମଲତାଙ୍କ ପରିବାର

ବାଲେଶ୍ବର,୦୬ /୬/୨୨- ପାଳିତା ଝିଅର ବିବାହ କଲେ ହେମଲତା ଦାସଙ୍କ ପରିବାର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତରେ । ଉକ୍ତ ପଞ୍ଚାୟତର ପାର୍ବତୀପୁର ଗ୍ରାମର ହେମଲତାଙ୍କ ପରିବାର ଦୀର୍ଘ ଦିନ ହେବ ଏକ ଅସହାୟ ଝିଅ ମିନାକ୍ଷୀ ଜେନାକୁ ଲାଳନପାଳନ କରିଆସୁଥିଲେ । ଉପଯୁକ୍ତ ବିବାହ ବୟସ ହେବାରୁ ଯାଜପୁର ଜିଲ୍ଲା ଷଠୀପୁର ଅଞ୍ଚଳର ଦୁଃଶାସନ ଦାସଙ୍କ ସହିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଉକ୍ତ ବିବାହ କାର୍ଯ୍ୟ ଶ୍ଯାମସୁନ୍ଦରପୁର ପଞ୍ଚାୟତରେ ନୂତନ ଭାବେ ନିର୍ମିତ ହୋଇଥିବା କଲ୍ଯାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ସରପଞ୍ଚ ବନିତା ପ୍ରଧାନ ନିଜସ୍ୱ ହାତପାଣ୍ଠିରୁ କଲ୍ଯାଣୀ ମଣ୍ଡପ ଦେୟ ଭରଣା କରିଥିଲେ । ଏହା କଲ୍ଯାଣ ମଣ୍ଡପର ପ୍ରଥମ ବିବାହ ହୋଇଥିବାରୁ ଖୁବ୍ ଧୁମଧାମରେ ପାଳନ ହୋଇଥିଲା । ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ବିଶ୍ବଭୂଷଣ ପ୍ରଧାନଙ୍କ ସମେତ ବଜାର କମିଟି ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉକ୍ତ ଶୁଭ ପରିଣୟ କାର୍ଯ୍ୟକୁ ସହଯୋଗ କରିଥିଲେ ।ଅଞ୍ଚଳବାସୀଙ୍କ ଆଶୀର୍ବାଦରୁ ନବଦମ୍ପତ୍ତିଙ୍କ ମୁଖରେ ହସ ଫୁଟି ଉଠିଥିବାରୁ ନବଦମ୍ପତ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କବିତାସାହୁ ଙ୍କ କବିତା ଶ୍ରୀ ଗଣେଶ

Sunil Chandra Nayak

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ..ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort