ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ, ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ହେବାକୁ ସରକାରଙ୍କୁ ଅନୁରୋଧ

ନୂଆପଡା ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ ଅଭିଯାନ କରିଛନ୍ତି। ଆଜି ବ୍ଲକ ଛକ ଠାରେ ସମିତି ପକ୍ଷରୁ ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ଙ୍କୁ ନିଯୁକ୍ତି ହେବା ପାଇଁ ଅନୁରୋଧ କରିଛନ୍ତି। ତେଣୁ ଜନମତ ସଂଗ୍ରହ କରୁଛନ୍ତି। ସରକାରଙ୍କ ଥଇଥାନ ର ବ୍ୟବସ୍ଥା ନ କରି ଉପଯୁକ୍ତ ଜଣେ ଜ୍ଞାନୀ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ କମିଶନର ନିଯୁକ୍ତି କରିବାକୁ ଦାବୀ କରିଛନ୍ତି। ଏହି ସମ୍ପର୍କରେ ଜିଲ୍ଲା ଅକ୍ଷମ ସମିତି ସମ୍ପାଦକ ଦିଲୀପ କୁମାର ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି। ଅକ୍ଷମ ବ୍ୟକ୍ତି ହିଁ ଅକ୍ଷମ ଙ୍କ ସମସ୍ୟା ବୁଝି ତାର ସମାଧାନ କରିବା ସକ୍ଷମ   ହୋଇପାରିବ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁଭ ଦୀପାବଳୀ

Sunil Chandra Nayak

ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!