ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାରୀରିକ ଭିନ୍ନକ୍ଷମ ବାଳିକା ଯାଜ୍ଞାସେନୀ ଙ୍କୁ ସହାୟତା ପାଇଁ ନିବେଦନ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡା ଗ୍ରାମର ଯଜ୍ଞାସିନୀ ହାତୀ ବୟସ ମାତ୍ର ୮ ବର୍ଷ ର ହୋଇଥିବା ବେଳେ ନିଜ ଜୀବନ ବଞ୍ଚିବା ପାଇଁ ସଂଗ୍ରାମ କରୁଅଛି। ତାଙ୍କ ପିତା ଵୈବସୁତ ଏବଂ ମାଁ ଜୟନ୍ତୀ ପରିବାର ନେଇ ଦାଦନ ରୂପେ ରାଜ୍ୟ ବାହାର କୁ ଦାଦନ ଖଟି ଯାଇଛନ୍ତି । ଯାଜ୍ଞାସିନୀ ବର୍ତ୍ତମାନ ନିଜ ପରିବାର ଲୋକ ଙ୍କ ପାଖରେ ରହୁଛି । ତାର ଭିନ୍ନକ୍ଷମ ଭତ୍ତା ମଧ୍ୟ ହୋଇ ପାରିନି । ଭତ୍ତା ପାଉନ ଥିବା ବେଳେ ସରକାରୀ ଯୋଜନା ମଧ୍ୟ ତାଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଆବଶ୍ୟକ ପଦକ୍ଷେପ ନେଇ ତାଙ୍କୁ ଭତ୍ତା ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରଛନ୍ତି । ଏବିଷୟରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତ ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

Sunil Chandra Nayak

ପ୍ରେମଲତା ଙ୍କ କବିତା ଦୀପାବଳୀ

Sunil Chandra Nayak

ଜିଲ୍ଲା ଯାଦବ ମହା ସଭା ର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!