ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗତ ଜନନୀ ମା କାଳୀ ପୂଜା ଅନୁଷ୍ଠିତ

କାମାକ୍ଷାନଗର( ମସିହା) 27/10  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇସିଙ୍ଗା ପଂଚାୟତ ର ମାଳପୁରା ଠାରେ ଗତ 24ତାରିଖ ରେ ମାଳପୁରା ଠାରେ ମା କାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ବିଗତ ଦୁଇ ବର୍ଷ ହେବ କୋରନା କଟକଣା ଲାଗି ଥିବାରୁ ପୂଜା ସାଧା ସିଧା ରେ ପାଳନ କରାଯଉଥିଲା କିନ୍ତୁ ମା ଙ୍କ ଅପାର କରୁଣା ରୁ ଏବର୍ଷ ବଡ଼ ଧୁମ ଧାମ ରେ ପାଳନ କରାଯଉଛି lରାତ୍ର ସମୟ ରେ ମା ଙ୍କ ପୀଠ ରେ ଆଲୋକ ତୋରଣ ସାଙ୍ଗକୁ ରଙ୍ଗୀନ୍ ଆଲୁଅ ଗେଟ ଭକ୍ତ ଙ୍କୁ ଆକର୍ଷଣ କରୁଛି lବହୁ ମାତ୍ରା ରେ ଆଖପାଖ ଗ୍ରାମ ରୁ ଭକ୍ତ ସମାଗମ ହେଉଛି lକମିଟି ର ସଭାପତି -ହିତେନ୍ଦ୍ର ବିଶ୍ୱାଳ ,ଆଲୋକ ବିଶ୍ୱାଳ, ଚିତ୍ତରଞ୍ଜନ ବିଶ୍ୱାଳ ,ସୁବାଷ ରାଉତ ,ସଞ୍ଜୟ ସାହୁ ,ପ୍ରଣବ ରାଉତ, ଗିରିଶ ଦାସ ,ପ୍ରଭାତ ବିଶ୍ୱାଳ ,ନିହାର ରଞ୍ଜନ ରାଉତ, ସୁମିତ କୁମାର ରାଉତ ମାନସ କୁମାର ବିଶ୍ୱାଳ ଦୀପକ କୁମାର ସାହୁ, ଅଶୋକ ନାୟକ ,ସୁନୀଲ କୁମାର ସାହୁ , କୃଷ୍ଣ ଚନ୍ଦ୍ର ବିଶ୍ୱାଳ ମୁନା ରାଉତ ,ଛବି ବିଶ୍ୱାଳ, ତୁଷାର ରଞ୍ଜନ ବିଶ୍ୱାଳ, ସୁଟୁ ରାଉତ ଙ୍କ ସହଯୋଗ ରେ ପୂଜା ପୀଠ ଚଳଚଞ୍ଚଳ ଓ ସଫଳ ହୋଇ ପାରିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର ଙ୍କ କବିତା ସବୁଠୁ ବଳ, ମୋ ମା’ର କୋଳ 

ଅପହରଣ କରି ଛାଡି ଦେଇଥିବା ଚାରି ବର୍ଷର ଝିଅ ଏବେ ଚର୍ଚ୍ଚାରେ

Sunil Chandra Nayak

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

Leave a Comment

error: Content is protected !!