ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘର ସାଧାରଣ ସଭା

ଢେଙ୍କାନାଳ ଜିଲ୍ଲା ୱବେ ମିଡ଼ିଆ ସାମ୍ବାଦିକ ସଙ୍ଘର ସାଧାରଣ ସଭା ଗତ କାଲି ରବିବାର ଦିନ କାମାକ୍ଷାନଗର ବଡ଼ ଇନ୍ଦିପୁର ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି I ଦଳିତ ନିଷ୍ପେସିତ, ଅବହେଳିତ ଜନତା ଙ୍କ ସ୍ୱର କୁ ଜିଲ୍ଲା_ରାଜ୍ୟ ଏପରିକି ସର୍ବ ଭାରତୀୟ ସ୍ତରରେ ପହଞ୍ଚାଇବା କୁ ସଂଘ ରେ ନିଷ୍ପତ୍ତି ନିଆ ଯାଇଛି I ଉକ୍ତ ବୈଠକରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଳକରୁ ୱେବ ମିଡିଆରେ କାମ କରୁଥିବା ସାମ୍ବାଦିକ ମାନେ ଉପସ୍ଥିତ ଥିଲେ I ସଂଘର ସଭାପତି ଧବଳ ପ୍ରସାଦ ସାହୁ, ସମ୍ପାଦକ କିଶୋର ଚନ୍ଦ୍ର ପାଳ, ଉପସଭାପତି ପ୍ରବୀଣ ନାଏକ, ମୁଖ୍ୟ ଆଇନ ଉପଦେଷ୍ଠା ଶେଷ ରଂଜନ ଦାସ, ଆଇନ ଉପଦେଷ୍ଠା ସୁଶାନ୍ତ ରାଉତ,ସଂଯୋଜକ ପ୍ରହ୍ଲାଦ ମୁଦୁଲି, ପ୍ରଦୀପ ବିଶ୍ୱାଳ, ବିଜୟ ନାଏକ ତତ୍ ସହିତ ସଂଘର ସଦସ୍ୟ ମାନଙ୍କ ଭିତରୁ ରିପୁ ବିଶ୍ୱାଳ, ଗୋକୁଳ ବେହେରା, ଶ୍ରବଣ ରାଉତ, ନିହାର ସାମଲ, ସୁମନ୍ତ ବେହେରା, ମାନସ ସାହୁ, ଅର୍ଜୁନ ସ୍ୱାଇଁ, ରାକେଶ ସ୍ୱାଇଁ, ରାକେଶ ପରିଡା ଆଦି ଉପସ୍ଥିତ ଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଶେଷ ନିଶ୍ୱାସ ନେଲେ କଳାକାର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ମଦନପୁର ରାମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!