ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ଦୁଗ୍ଧ ଶିତଳିକରଣ କେନ୍ଦ୍ର ଓମେନ୍ ଏକ୍ସଟେନସନ୍ ୱ।ର୍କରଙ୍କ ନାମରେ ଟଙ୍କା ହେର୍ ଫେର୍ ହୋଇଥିବା ଅଭିଜୋଗ

ନବରଙ୍ଗପୁର —(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦୁଗ୍ଧ ଶିତଳିକରଣକେନ୍ଦ୍ର,ଗରୁଡଗୁଡା ଠାରେ ଓମେନ୍ ଏକ୍ସଟେନସନ୍ ୱ।ର୍କର ଭାବେ କୁନି ଲତା ସେଠୀ ନିଜୁକ୍ରି ପାଇ କାର୍ଜ୍ୟ ନିର୍ବାହ କରିଆସୁ ଥିଲେ। ତାଙ୍କ ନାମରେ ଟଙ୍କା ହେର୍ ଫେର୍ ଅଭିଜୋଗ ଆସି ଥିବାବେଳେ ସେ ଦୁର୍ଘଟଣା ହୋଇ ଚିକିତ୍ସିତ କଟକରେ ହେଉଥିବା ସେମାନଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ପ୍ରକାଶ।ତେବେ ଅଭିଜୋଗ ପାଇ ଜୟ୍ପୁପୁରରୁ କେ ଏମ୍ ଏନ୍ ଆର୍ ମିଲ୍କ ୟୁନିଅନ ଜେନେରାଲ ମ୍ୟାନେଜର ହେମନ୍ତ କୁମାର ଓଝା,ଜୁନିୟର ମ୍ୟାନେଜର ପୁନି ରାଉତ ଓ ଜୟପୁର ଡାଇରି ମର୍କେଟିଙ୍ଗର ଶ୍ରୀ ଦୋରା ବାବୁ ଉକ୍ତ ଦୁଗ୍ଧ କେନ୍ଦ୍ରରେ ପହଞ୍ଚି ଚାଷୀ ମାନଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ଯାନ କରିବା ସହ୍ କାର୍ଜ୍ୟାଳୟର ଖାତାପତ୍ର ତନଖି କରିଥିଲେ। ଜେହେତୁ ହେର୍ ଫେର୍ କରିଥିବା ଅଭିଜୁକ୍ତ ମହିଳା କଟକରେ ଚିକିତ୍ସିତ ହେଉଛନ୍ତି,ସେ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ବାହାରିବ ଏଥିରେ ସନ୍ଦେହ ନାହିଁ।ସମ୍ପ୍ରୁକ୍ତ କର୍ମଚାରୀଙ୍କ ବଦଳରେ ଏବେ ଉକ୍ତ କେନ୍ଦ୍ରରେ ରଶ୍ମିପ୍ରଭା ଦାସ ନିୟୁଜିତ ଥାଇ କାମ କରୁଛନ୍ତି,ଜାହାକି ସେହି ମହିଳା ଜଣକ ସମସ୍ତଙ୍କ ସହ ମେଳାପି ହୋଇ କାର୍ଜ୍ୟ କରୁଛନ୍ତି।ଜେନେରାଲ୍ ମ୍ୟାନେଜର ଚାଷୀ ମାନଙ୍କୁ ଠିକ୍ କ୍ଷିର ଦେଇ ଉଚିତ୍ ମୁଲ୍ୟ ସୋସାଇଟି ମାଧ୍ୟମରେ ପାଆନ୍ତୁ,ସବୁବେଳେ ଆମେ ତୁମ ସୁଖ ଦୁଖରେ ଠିଆ ହେଇଛୁ,ଚିନ୍ତା କରିବାର ନାହି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ କ୍ଷେତ୍ର ପରିଦର୍ଶନ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା 

ଓଡ଼ିଆ ଚଳଚିତ୍ର “ଚନ୍ଦ୍ରିକା” ର ଶୁଭ ମହୁରତ୍

Sunil Chandra Nayak

Leave a Comment

error: Content is protected !!