ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ  ଙ୍କ କବିତା ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ

ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ

 

ଚା ପିଆ ରୁ ଆରମ୍ଭ ହେବ ସକାଳ

ପ୍ରତି ଟି ଓଡ଼ିଆଙ୍କ ପାଇଁ,

ମାଟି ଜାତି ଆଭା ବିଭା 

ମହକାଇ ଦେଇ

ପଲ୍ଲୀ ଠୁ ଦିଲ୍ଲୀ ଯାଏ

ଗାଆଁ ପଥ ଠୁ ରାଜ ପଥ ଯାଏ

ପଲ୍ଲୀ ସଭା ଠୁ ରାଷ୍ଟ୍ର ସଭା ଯାଏ

ଗାଆଁମଝି ଦାଣ୍ଡ ଠୁ ଗଣମାଧ୍ୟମ ଯାଏ

ଏଠି ସେଠି ସବୁଠି

ଚର୍ଚ୍ଚିତ ରାଷ୍ଟ୍ର ପ୍ରତିନିଧି 

ଆଦିମ ଅଧିବାସୀ ଝିଅ ଦୌପଦୀ ।

  ଯେଉଁଠି ଓଡିଆ ଭାଷା ର 

ରାଷ୍ଟ୍ରୀୟ ମର୍ଯ୍ୟାଦା ,

ପାହାଡି ଗୁମ୍ଫା କଳା ମାଧବ

କରେ ବିଶ୍ଵ ଭାତ୍ରୁ ଭାବ ସଉଦା,

ଏ ମାଟି ଯୁଗ ଯାଜ୍ଞସେନୀ

ହେଉ ପୁଜ୍ୟ ଚିରବନ୍ଦ୍ୟା।

 

ନାୟକ ଅକ୍ଷୟ ରାଜହସ୍ତୀ 

ଢେଙ୍କାନାଳ

Related posts

ଖେଳଶିକ୍ଷୟତ୍ରୀ ଙ୍କ ଘରୁ ଚୋରି , ସୁନା, ଟଙ୍କା, ମୋବାଇଲ୍ ସମେତ ବହୁ ସାମଗ୍ରୀ ଚୋରି ଅଭିଯୋଗ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି  ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତ

Sunil Chandra Nayak

Leave a Comment

error: Content is protected !!