ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନେହେନା ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ଅଶୋକା ଦଣ୍ଡସେନା ଯୋଗ ଦେଇ ଅଂଚଳରେ ଶିକ୍ଷାର ଆଲୋକ ପ୍ରଦାନ କରି ଉତ୍ତମ ଚରିତ୍ର ଏବଂ ସଚୋଟ ନାଗରିକ ଗଠନ କରିବାର କାରଖାନ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ସଭାରେ ପୂର୍ବତ୍ତନ ସରପଞ୍ଚ କାର୍ତ୍ତିକେଶ୍ଵର ମଲ୍ଲିକ, ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟା ପ୍ରତିନିଧି ରୁଦ୍ର ମାଧବ ରାଉତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ପ୍ରତିଷ୍ଠାତା ସଭ୍ୟ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଯୋଗେଶ୍ଵର ରାଉତରାୟ ଯୋଗ ଦେଇଥିଲେ। ସମ୍ମାନିତ ବକ୍ତା ଭାବରେ ସାମ୍ବାଦିକ ଧୀରେନ୍ଦ୍ର ଦଣ୍ଡସେନା ଯୋଗ ଦେଇଥିଲେ। ସେହିପରି ସଭାରେ ପ୍ରଧାନ ଶିକ୍ଷକ ପୁରନ୍ଦର ସୁନାନୀ ସଭାପତିତ୍ବ କରିଥିଲେ। ବ୍ରହ୍ମାନନ୍ଦ ରାଉତରାୟ ସ୍ଵଂଗତ ସମଭାଷଣ ଦେଇଥିଲେ।ପ୍ରଥମେ ଅତିଥି ଦ୍ବାରା ବୃକ୍ଷ ରୋପଣ କରିଥିଲେ। ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ଠାରେ ୭୬ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତି

Leave a Comment

error: Content is protected !!