ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରାହ ଆକ୍ରମଣ ରେ ଗୁରୁତର

ନୂଆପଡା,୩/୭/ ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ପଞ୍ଚାୟତର ଖାଲିଅମୁଡ଼ା ଗ୍ରାମର କ୍ଷୀର ମୋହନ ନିଆଲ (୩୫) ଓ ଜଗବନ୍ଧୁ ପୋଡ (୪୬) ରବିବାର ସକାଳ ୬ ଘଣ୍ଟା ସମୟରେ ନିଜ ଜମିରେ ଧାନ ବୁଣୁଥିବା ବେଳେ ସେମାଙ୍କୁ ବରାହ ଆକ୍ରମଣ କରିଥିବାରୁ ସେମାନଙ୍କ ଜଙ୍ଘ ଓ ଆଣ୍ଠୁରେ ଗଭୀର କ୍ଷତ ଲାଗିଛି । ଦୁଇ ଆହତ ବ୍ୟକ୍ତିଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରାଯାଇଛି । ବରାହ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନେ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ସହାୟତା ଯୋଗାଇଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ଆତ୍ମା କମିଟି ପକ୍ଷରୁ କର୍ମଶାଳା ଗୋଷ୍ଠି ମହିଳା ଓ ଚାଷୀ ଙ୍କୁ ସହାୟତା ପ୍ରଦାନ

Sunil Chandra Nayak

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

Sunil Chandra Nayak

ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

Leave a Comment

error: Content is protected !!