ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁମାଗଡ଼ ବାର୍ଷିକତ୍ସବ ଅନୁଷ୍ଠିତ: କାଲିର ବନ୍ଧନ କଳା ଚନ୍ଦନ ସାମାଜିକ ନାଟକ ମଞ୍ଚସ୍ଥ

ଫୁଲବାଣୀ-:   ବାର୍ଷିକତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ମାଁ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ଦିବସରେ ବାର୍ଷିକତ୍ସବ ଗୁରୁ ଶ୍ରୀ ବିମଳ ପାତ୍ର ଙ୍କର ପୌରହିତ୍ୟରେ ଜିଲ୍ଲା କଳାକାର ସଙ୍ଘ ପକ୍ଷରୁ ସାମାଜିକ ନାଟକ କାଲିର ବନ୍ଧନ କଳାଚନ୍ଦନ ପରିବେଷଣ କରିଥିଲେ। ଏହି ବାର୍ଷିକତ୍ସବ ର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ପ୍ରତିନିଧି ତଥା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ନିଳାମ୍ବର କଁହର ଯୋଗ ଦେଇ କଳାକାର ମାନଙ୍କୁ ଉସ୍ଛହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କଁହର,ସରପଞ୍ଚ ପ୍ରତାପ କଁହର, ବ୍ଲକ ସଭାପତି ବାଳକୃଷ୍ଣ ସାହୁ,ପୂର୍ବତନ ସରପଞ୍ଚ ପ୍ରଶାନ୍ତ ମହାନ୍ତି, ସମାଜସେବୀ ଆଶିଷ ପଟ୍ଟନାୟକ,କଳା ଶିକ୍ଷକ ମହେଶ୍ୱର ସାହୁ,ସୁଧୀର କଁହର,ଆନନ୍ଦ କଁହର,ବିଜୟ କଁହର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠିତ ରଥଯାତ୍ରା ବର୍ଷିକତ୍ସବ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିବା ବେଳେ ଉତ୍ତର କାମନା କରି କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲା ଜନଜାଗରଣ ମଞ୍ଚ

Sunil Chandra Nayak

ଆଜି ଧନ ତେରସ – ଦୀପାବଳି ପୂର୍ବରୁ ଧନତେରାସ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ

Sunil Chandra Nayak

ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!