ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ

ଜୁନାଗଡ୧୦/୭(ମ ନି ସ)  କଳାହାଣ୍ଡି ଜିଲ୍ଲା ବିଜେପି ର କାର୍ଯ୍ୟକାରିଣୀ ବୈଠକ ଜୁନାଗଡ ସ୍ଥିତ ଅଗ୍ରେସନ ଭବନ ଠାରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ଦଳ ମଧ୍ୟରେ ଶୃଙ୍ଖଲା ବଜାଇ ରଖି ଦଳ କୁ ମଜଭୁତ ଏବ୍ଂ ସକ୍ରିୟ କରିବା ପାଇଁ କର୍ମୀ ଙ୍କୁ ଆହ୍ଵାନ କରିଥିଲେ l ବିଜେପି ଦଳ ହିଁ ଦେଶ କୁ ସ୍ଥିର ଶାସନ୍ ଦେଇପାରିବ ଆଗାମୀ ଦିନ ରେ ଏହି ଦଳ ହିଁ ଓଡିଶା କୁ ବିକଳ୍ପ ସାସନ ଦେଇ ପାରିବ ବୋଲି ଉପସ୍ଥିତ ଦଳୀୟ କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ l ଏହି ବୈଠକ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର୍, ସାଂଗଠନିକ ମନ୍ତ୍ରୀ ମାନସ ମହାନ୍ତି, ଜିଲ୍ଲା ପ୍ରଭାରୀ ରମେଶ ସାହୁ, ସୋନପୁର୍ ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଧନଞ୍ଜୟ ପlତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତ ରାଣୀ ସାହୁ, ଦଳ ର ଧର୍ମଗଡ଼ ନଗର ପାଳ ଅଶୋକ ମହାନ୍ତି,ଓ ବେଦ ପ୍ରକାଶ ଗୋଏଲ,କଳିନ୍ଦ୍ରୀ ପାଣିଗ୍ରାହୀ, ରମେଶ ମାଝୀ, ଆର୍ତ ଚରଣ ମହାପାତ୍ର, ମନୋଜ ମେହେର୍, ଅନିରୁଦ୍ଧ ପ୍ରଧାନ, ସୁଧୀର ପାଟ୍ଟଯୋଶୀ, ଯୁଗଳ ପୋଢ଼, ଅଙ୍ଗଦ ମାଝୀ, ଦିବ୍ୟ ଜ୍ୟୋତି ମୁଣ୍ଡ, ଭlରତ ଭୂଷଣ ଦେଓ, ଆଦିତ୍ୟ ଦେଓ, ନିରୁପମା ନାଇକ, ସନ୍ତୋଷିଣୀ ଦାଶ, ମମତା ପଣ୍ଡା, କାଞ୍ଚନ ବାଗ, ପୁଷ୍ପ କାନ୍ତି କୁମାର ପ୍ରମୂଖ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ

Related posts

ଚଢ଼ା ଦରରେ ୟୁରିଆ ସାର ବିକ୍ରୀ

Sunil Chandra Nayak

ରୋଜଗାର ନ ପାଇ ଦାଦନ ଯାଇଥିବା ଯୁବକ ପାଳଟୁଛି ଶବ

ଆଜି ଆଞ୍ଚଳିକ ବିକାଶ ପରିଷଦ ଦାଣ୍ଡିମାଳ ଗ୍ରାମ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

Sunil Chandra Nayak

Leave a Comment

error: Content is protected !!