ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରୋପକାରୀ ମହିଳାଙ୍କ ପରଲୋକ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର ମହିଳା ଟିକେବତୀ ସାହୁଙ୍କ ମଙ୍ଗଳ ବାର ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହେଉଥିଲା l ସ୍ଵର୍ଗତ ସାହୁ ଜଣେ ଧର୍ମପରାଣ ଓ ପରୋପକାରୀ ମହିଳା ଥିଲେ l ସେ କଳାରୁଦ୍ର ଯୁବକ ସଂଘର ପ୍ରଥମ ମହିଳା ସଭ୍ୟା ଥିଲେ l ସୁଖ ଦୁଃଖର ସାଥି ଭାବେ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା l ତାଙ୍କରି ବିୟୋଗରେ କଳାରୁଦ୍ର ଯୁବକ ସଂଘ ତଥା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l କଳାରୁଦ୍ର ଯୁବକ ସଂଘ ଓ ରାମଜୀ କମିଟି କୁସୁର୍ଲା (ହଜାରୀପଡା) ତରଫରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାମ୍ୱାଦିକ ଙ୍କ ମାତୃ ବିୟୋଗ

Sunil Chandra Nayak

ମିନତି ଙ୍କ କବିତା ଶଙ୍ଖା ସିନ୍ଦୂର

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରେ ରାୟଗଡା ଜିଲ୍ଳାପରିଷଦ ସଭାପତି

Sunil Chandra Nayak

Leave a Comment

error: Content is protected !!